ହେମନ୍ତ ସୋରେନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
ରାଞ୍ଚି : ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ଓ ଆରଜେଡି ମହାମେଣ୍ଟର ବହୁମତ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତା ହେମନ୍ତ ସୋରେନଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହାସହିତ ଝାଡ଼ଖଣ୍ଡର ବିକାଶ କରିବା ପାଇଁ ଜେଏମଏମ-କଂଗ୍ରେସ ଓ ଆରଜେଡି ତିନି ମେଣ୍ଟକୁ ଶୁଭକାମନା ଜଣାଇଛନ୍ତି। ପୂର୍ବରୁ ଭାରତୀୟ ଜନତା ପାର୍ଟି(ବିଜେପି)କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
I thank the people of Jharkhand for having given @BJP4India the opportunity to serve the state for many years. I also applaud the hardworking Party Karyakartas for their efforts.
We will continue serving the state and raising people-centric issues in the times to come.
— Narendra Modi (@narendramodi) December 23, 2019
Comments are closed.