www.samajalive.in
Tuesday, December 9, 2025
15.1 C
Bhubaneswar

ବର୍ଷା ଯୋଗୁଁ ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ବାତିଲ

ପ୍ରୋଭିଡେନ୍‌ସ : ଏଠାରେ ବର୍ଷା ଯୋଗୁଁ ଘରୋଇ ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚକୁ ବାତିଲ୍‌ କରାଯାଇଛି । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବର୍ଷା ଏଥିରେ ବାଧକ ସାଜିଥିଲା। ଭାରତୀୟ ସମୟାନୁସାରେ ସଂନ୍ଧ୍ୟା ୭ଟାରେ ମ୍ୟାଚ୍ ଖେଳାଯିବାର ଥିଲା। ମାତ୍ର ବର୍ଷା ଯୋଗୁଁ ମ୍ୟାଚକୁ ଦୁଇ ଘଣ୍ଟା ବିଳମ୍ବରେ ଅର୍ଥାତ ୯ଟାରେ ଆରମ୍ଭ ହୋଇଥିଲା। ବାରମ୍ବାର ବର୍ଷା ବାଧକ ସାଜିବାରୁ ସମୁଦାୟ ୧୩ ଓଭରର ଖେଳ ସମ୍ଭବପର ହୋଇଛି। ଏହି ୧୩ ଓଭରରେ ୱେଷ୍ଟଇଣ୍ଡିଜ୍ ୧ ୱିକେଟ ହରାଇ ୫୪ ରନ୍ କରିପାରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories