www.samajalive.in
Saturday, December 6, 2025
17.1 C
Bhubaneswar

ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ରାତ୍ରି ଭୋଜନ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ ଅଟେ। କାରଣ ଏହା ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ରାତ୍ରି ଭୋଜନ ସହ ଅନ୍ୟ କେତେକ କଥା ପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଏମିତି ବହୁ ଲୋକେ ଅଛନ୍ତି, ଯେଉଁମାନେ ରାତ୍ରି ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇ ଯାଆନ୍ତି। ଲୋକଙ୍କର ଏହା ଏକ ନିୟମିତ ଅଭ୍ୟାସ ଅଟେ। କିନ୍ତୁ ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ। ଜାଣନ୍ତୁ ଏପରି କରିବା ଦ୍ୱାରା ଆମର କି କ୍ଷତି ହୋଇଥାଏ….
ରାତିରେ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ କମିଯାଏ।
ପେଟରେ ଚର୍ବି ବଢିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ।
ଅଧିକ ପରିମାଣରେ ଏସିଡ଼ିଟି ହୋଇଥାଏ।
ମୁଣ୍ଡ ବିନ୍ଧା, ଅଣ୍ଟା ବିନ୍ଧା ଭଳି ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ପେଟ ଜନିତ ବିଭିନ୍ନ ସମସ୍ୟା ଦେଖାଯାଇଥାଏ।
ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।
ଚିକିତ୍ସକମାନଙ୍କ ମତରେ ରାତ୍ରି ଭୋଜନ କରିବାର ଦୁଇ ଘଣ୍ଟା ପରେ ଶୋଇବା ଉଚିତ।
ଖାଇବାର କିଛି ସମୟ ପରେ ୧୦ ରୁ ୧୫ ମିନିଟ୍ ଚାଲିବା ଆବଶ୍ୟକ।
ଖାଦ୍ୟ ଖାଇବା ପରେ କିଛି ସମୟ ବସନ୍ତୁ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories