www.samajalive.in
Saturday, December 6, 2025
14.1 C
Bhubaneswar

ସ୍ୱାସ୍ଥ୍ୟ ଉପରେ ଯଜ୍ଞର ପ୍ରଭାବ

ଯଜ୍ଞରେ ବ୍ୟବହୃତ ହେଉଥିବା ସାମଗ୍ରୀ ପରିବେଶର ବାତାବରଣକୁ ଶୁଦ୍ଧ ରଖିଥାଏ। ଚିକିତ୍ସକଙ୍କ ଦୃଷ୍ଟିକୋଣରୁ ମାନ୍ୟତା ରହିଛି ଯେ, ଅନେକ ପ୍ରକାରର ଜୀବାଣୁ ଓ ଭୂତାଣୁ ଠାରୁ ଏହା ଆମକୁ ରକ୍ଷା କରିଥାଏ। ଚିକିତ୍ସାଧିକାରୀଙ୍କ ମତରେ ହଜାର ହଜାର ବର୍ଷରୁ ପୂଜା ଏବଂ ଯଜ୍ଞ ଆଦିରେ ବହୁ ସାମଗ୍ରୀ ବ୍ୟବହୃତ ହୋଇଥାଏ।
ଯଜ୍ଞ କୁଣ୍ଡରେ ଅଗ୍ନି ପ୍ରଜ୍ୱଳିତ ହେବା ପାଇଁ ବ୍ୟବହୃତ ହେଉଥିବା ଆମ୍ବ କାଠ, ଦେବଦାରୁ ଆଦି କାଠ, ଘିଅ , କର୍ପୁର, ହରିଡ଼ା ବାହାଡ଼ା ,ନିମପତ୍ର ଆଦି ପ୍ରୟୋଗ ହୋଇଥାଏ।
ଏହି ସମସ୍ତ ଦ୍ରବ୍ୟ ଅଗ୍ନିରେ ମିଶିବା ପରେ ଏକ ଧାସ ନିର୍ଗତ ହୋଇଥାଏ।
ଏହା ପରିବେଶରେ ମିଶି ବହୁ ସଂକ୍ରାମକ ରୋଗର ଜୀବାଣୁକୁ ନଷ୍ଟ କରିଥାଏ।
ଯାହାଦ୍ୱାରା ଆମକୁ ବହୁ ରୋଗରୁ ମୁକ୍ତି ମିଳିଥାଏ।
ସପ୍ତାହକୁ ଅତ୍ୟନ୍ତ ଥରେ ହୋମ କରିବା ଉଚିତ।
ଏହା ଘରର ପରିବେଶ ସହ ବାହାରର ବାତାବରଣ ପାଇଁ ମଧ୍ୟ ଖୁବ ଲାଭଦାୟକ ଅଟେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories