www.samajalive.in
Saturday, December 6, 2025
17.1 C
Bhubaneswar

କିସ୍‍ମିସ୍‍ର ଔଷଧୀୟ ଗୁଣ

ଆର୍ୟୁବେଦ ଅନୁଯାୟୀ ନିୟମିତ ଖାଲି ପେଟରେ କିସ୍‍ମିସ୍‍ ଖାଇବା ଦ୍ୱାରା କର୍କଟ ଓ ବୃକକ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ ଥାଏ। ଶରୀରର ଦୁର୍ବଳତାକୁ କମ କରିବା,କାର୍ଯ୍ୟ କରିବାର ଶକ୍ତିକୁ ବଢାଇବା ନିମନ୍ତେ ଏହା ଖୁବ ସାହାଯ୍ୟ କରିଥାଏ। ଏତଦ୍‍ ବ୍ୟତୀତ ଜାଣନ୍ତୁ କିପରି ସ୍ୱାସ୍ଥ୍ୟ ପାଇଁ କିସ୍‍ମିସ୍‍ ବହୁ ଲାଭଦାୟକ ଅଟେ…..
ଜ୍ୱର – ଏଥିରେ ଥିବା ଆଣ୍ଟିବାୟୋଟିକ ଶରୀରରୁ ଜ୍ୱର କମାଇବାରେ ସାହାର୍ଯ୍ୟ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ।
କୋଷ୍ଠକାଠିନ୍ୟ – ରାତିରେ ଏକ ପାତ୍ରରେ କିସ୍‍ମିସ୍‍କୁ ପାଣି ଭିଜାଇ ରଖି ଏହାକୁ ପିଇଲେ, କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
ଏଥିରେ ଆଇରନର ମାତ୍ରା ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବଢାଇଥାଏ ।
ଏହାକୁ ନିୟମିତ ଖାଇଲେ ଏହା ଅଦରକାରୀ ପଦାର୍ଥକୁ ବୃକକରୁ ବାହାର କରିଦିଏ , ଯାଦ୍ୱାରା ବୃକକ ସୁସ୍ଥ ରହେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories