www.samajalive.in
Monday, December 15, 2025
24.1 C
Bhubaneswar

ମଣିପୁରରେ ସେନାଗାଡ଼ି ଉପରକୁ ଗୁଳିମାଡ – ଦୁଇ ଜବାନ୍‌ ସହିଦ୍‌

ଇମ୍ପାଲ୍‌- ମଣିପୁରରେ ଆସାମ ରାଇଫଲ୍‌ର ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ କରିଛନ୍ତି । ଏଥିରେ ଦୁଇଜଣ ଜବାନ୍‌ ସହିଦ୍‌ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ପ୍ରାୟ ସନ୍ଧ୍ୟା ୫ଟ୫୦ ସମୟରେ ଏହି ଘଟଣା ଘଟିଥିଲା ।

ଆସାମ୍‌ ରାଇଫଲ୍‌ର ଜବାନମାନେ ବିଷ୍ଣୁପର ଜିଲ୍ଲାରେ ଗସ୍ତ କରୁଥିବା ବେଳେ ଏହି ଘଟଣା ଘଟିଥିବା ମଣିପୁର ପୁଲିସସ ପକ୍ଷରୁ କୁହାଯାଇଛି। ଇମ୍ଫାଲ୍‌ରୁ ବିଷ୍ଣୁପୁରକୁ ଏହି ଜବାନମାନେ ଯାଉଥିବା ବେଳେ ସେମାନଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିଲା । ଆହତମାନଙ୍କୁ ସ୍ଥାନୀୟ ବିଷ୍ଣୁପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories