ପତିଙ୍କ ସ୍ନେହ ପାଇଁ ଆପଣାନ୍ତୁ ଏହି ଉପାୟ

0

ପତି ପତ୍ନୀଙ୍କର ସମ୍ପର୍କ ଅତି ପବିତ୍ର। ବେଳେ ବେଳେ ଏହି ସମ୍ପର୍କରେ ଭଟ୍ଟା ପଡିଥାଏ। ପତିଙ୍କର ସ୍ନେହ ପାଇବାକୁ ହେଲେ ଏହି ଉପାୟ ଅବଲମ୍ବନ କଲେ ଆପଣ ସ୍ନେହ ପାଇ ପାରିବେ।
ଆପଣଙ୍କ ପତି ଯଦି ଆପଣଙ୍କୁ ଭଲପାଉନାହାନ୍ତି। ପତିଙ୍କ ଭଲପାଇବା ପାଇବାରୁ ଆପଣ ବଞ୍ଚିତ ହେଉଛନ୍ତି। ତେବେ ଏହି ଉପାୟ ଆପଣାନ୍ତୁ ଦେଖିବେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଭଲପାଇବା ସହିତ ଯଥେଷ୍ଠ ସମ୍ମାନ ମଧ୍ୟ ଦେବେ।
ଶୁକ୍ରବାର ଦିନ ତିନି ଚାରୋଟି ଅଳେଇଚ କିମ୍ବା ଗୁଜୁରାତିକୁ ନେଇ ଭଗମାନ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ଆପଣଙ୍କ ଦେହରେ ଲଗାଇ ଶାଢୀ କାନିରେ ବାନ୍ଧି ଦିଅନ୍ତୁ। ତାପର ଶନିବାର ଦିନ ଆପଣ ସେହି ଅଳେଇଚ କିମ୍ବା ଗୁଜୁରାତିକୁ ରନ୍ଧା ଖାଦ୍ୟରେ ମିଶାଇ ସ୍ୱାମୀଙ୍କୁ ଖାଇବାକୁ ଦିଅନ୍ତୁ ଏହି ଭଳି ଭାବେ ଏହି ଉପାୟକୁ ତିନୋଟି ଶୁକ୍ରବାର କରନ୍ତୁ ଦେଖିବେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଭଲପାଇବାକୁ ଲାଗିବେ।

Leave A Reply