www.samajalive.in
Monday, December 15, 2025
24.1 C
Bhubaneswar

ମୁହଁ ଖୋଲିଲେ ଡିଜେ ସଂଘ ସଭାପତି

ସମାଜଲାଇଭ ଡେସ୍କ: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁ ଡିଜେ କାରଣରୁ ହୋଇଛି ବୋଲି ତାଙ୍କ ପୁଅ କହିବା ପରେ ମୁହଁ ଖୋଲିଛନ୍ତି ଡିସେ ସଂଘ ସଭାପତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଂଘ ସଭାପତି କହିଛନ୍ତି ଯେ, ଶୋଭାଯାତ୍ରା ସମୟରେ ଦେବୀ ରଥଙ୍କ ଘର ନିକଟରେ ଡିଜେ ବାଜିନାହିଁ। କିନ୍ତୁ ଶୋଭାଯାତ୍ରା ସମୟରେ ବାଜାକୁ ନେଇ ପ୍ରତିଦ୍ଵନ୍ଦ୍ଵିତା ହୋଇଥିବା ଜାଣିବାକୁ ପାଇଛି। ଡିଜେ ଉପରେ ଅଙ୍କୁଶ ରହିଛି, ମାତ୍ର ବାଜାକୁ ନେଇ କୌଣସି କଟକଣା ନାହିଁ। ଯେଉଁଥିପାଇଁ ଏକ ଅମୂଲ୍ୟ ଜୀବନ ଚାଲିଗଲା। ଏହା ଅତ୍ୟନ୍ତ ଦୁଃଖଦାୟକ। ଯେଉଁ ବାଜା ଦଳ ଆସିଥିଲା ତାହା କେନ୍ଦ୍ରାପଡ଼ାର। ଏହି ଘଟଣାରେ ଦୋଷୀଙ୍କୁ ଦଣ୍ଡିତ କରାଯାଉ ବୋଲି ସେ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories