www.samajalive.in
Monday, December 15, 2025
16.1 C
Bhubaneswar

ପୀତବାସ ହତ୍ୟକାଣ୍ଡର କ୍ରାଇମ୍ ସିନ୍ ରିକ୍ରିଏସନ୍

ବ୍ରହ୍ମପୁର : ବହୁଚର୍ଚ୍ଚିତ ବିଜେପି ନେତା ତଥା ଆଇନ୍‌ଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ଘଟଣାର କ୍ରାଇମ୍ ସିନ୍ ରିକ୍ରିଏସନ୍ କଲେ ହତ୍ୟାକାରି । ପୁଲିସ୍‌ର କଡ଼ା ସୁରକ୍ଷା ଭିତରେ କ୍ରାଇମ୍ ସିନ୍ର ରିକ୍ରିଏସନ୍ କରାଯାଇଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ବ୍ରହ୍ମପୁର ସହରର ବୈକୁଣ୍ଠଡ଼ଗର ଅଞ୍ଚଳରେ ପୁଲିସ୍ ସାର୍ପ ସୁଟର କୁରୁପତି ଓ ବାଇକ୍ ଚାଳକ ଚିଣ୍ଟୁକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି । ଉଭୟ ହତ୍ୟାକାଣ୍ଡ ସମୟର ସଂପୂର୍ଣ୍ଣ ଦୃଶ୍ୟ ଦେଖାଇଛନ୍ତି । କେମିତି ଆସି ପଏଣ୍ଟ ବ୍ଳାଙ୍କରୁ ଗୁଳିକରି ଖସିଗଲେ ତାହାର ଡେମୋ ଦେଖାଇଛନ୍ତି ।  ଉଭୟ କୁରୁପତି ଓ ଚିଣ୍ଟୁ ମୁଖ୍ୟ ଆସାମୀ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସଙ୍କ ଠାରୁ  ସୁପାରି ନେଇ ହତ୍ୟା କରିଥିବା ପୂର୍ବରୁ ସ୍ପଷ୍ଟ କରିଥିଲେ ବ୍ରହ୍ମପୁର ଏସପି ଶ୍ରବଣାବିବେକ ଏମ୍ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories