MEllora 950×100
Browsing Tag

Berhampur

ଟିଟିଆଇଙ୍କ କ୍ୱାର୍ଟର ସମ୍ମୁଖରେ ପତ୍ନୀଙ୍କ ଧାରଣା

ବ୍ରହ୍ମପୁର: ନ୍ୟାୟ ଦାବିରେ ବ୍ରହ୍ମପୁରର ଆଉ ଜଣେ ମହିଳା ନିଜ ସ୍ଵାମୀଙ୍କ ଘର ସମ୍ମୁଖରେ ଧାରଣା ଦେଇଛନ୍ତି । ମହିଳାଙ୍କ ସ୍ବାମୀ ରେଳ ବିଭାଗରେ ଟିଟିଆଇ ଭାବେ କାର୍ଯ୍ୟ କରୁଛନ୍ତି । ଆଜକୁ ୧୨ ବର୍ଷ ତଳେ ଉଭୟଙ୍କ ବିବାହ…
Read More...

ବ୍ରହ୍ମପୁର ବଡ଼ ମେଡିକାଲରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲ ସୁପର ସ୍ପେଶାଲିଟି କୋଠାରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। କୋଠାର ପଞ୍ଚମ ମହଲାରେ ଥିବା ୟୁରୋଲୋଜୀ ଅପରେସନ ଥିଏଟରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କାହାର…
Read More...

ବ୍ରହ୍ମପୁର ମହାନଗର ନିଗମର ଡେପୁଟିମେୟର ହେଲେ ବିବେକ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଡେପୁଟିମେୟର ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଜେଡିର ବିବେକ ରେଡ୍ଡୀ ଡେପୁଟିମେୟର ଭାବେ ନିର୍ବାଚିତ ହୋଇଛନ୍ତି। ମହାନଗର ନିଗମରେ ୪୨ ୱାର୍ଡ ଥିବା ବେଳେ ସେଥିରୁ…
Read More...

ବ୍ରହ୍ମପୁର ବାଳ ସୁଧାର ଗୃହରୁ ପୁଣି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ ବାଳକ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ଗତକାଲି ବିଳମ୍ବିତ ରାତିରେ ୬ ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ଏହି ଅନ୍ତେବାସୀମାନେ ଏକାଠି ଫାଟକ ଭାଙ୍ଗି ବାହାରକୁ ଆସିବା ପରେ…
Read More...

ଅଧାରେ ଅଟକିଲା ଏମକେସିଜି ମେଡିକାଲ ଲିଫ୍ଟ, ଅଧଘଣ୍ଟା ଫସିରହିଲେ ୧୦ ଜଣ

ବ୍ରହ୍ମପୁର: ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ସୁପର ସ୍ପେସିଆଲିଟି ବ୍ଲକ ସର୍ଜରୀ ବିଭାଗର ଲିଫ୍ଟ ହଠାତ ଅଚଳ ହୋଇଯାଇଥିବା ସୂଚନା ମିଳିଛି । ଫଳରେ ୧୦ ଜଣ ବ୍ୟକ୍ତି ଲିଫ୍ଟ ଭିତରେ ଅଧଘଣ୍ଟା ଯାଏଁ ଫସି ରହିଥିଲେ।…
Read More...

ପୂର୍ବତନ ସରପଞ୍ଚ ହତ୍ୟା ମାମଲାରେ ୫ ଗିରଫ

ବ୍ରହ୍ମପୁର: ଗଂଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କ ହତ୍ୟା ମାମଲାରେ ବ୍ରହ୍ମପୁର ବଡବଜାର ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେହିପରି ମାମଲାରେ ସମ୍ପୃକ୍ତ…
Read More...

ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ

ବ୍ରହ୍ମପୁର: ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ପଛୁଆ ବର୍ଗଙ୍କ ସଂରକ୍ଷଣ ବଢ଼ାଇବା ପାଇଁ ରାଜ୍ୟର ବିଜେଡ଼ି ସରକାର ଆଗ୍ରହ ଦେଖାଉ ନାହାନ୍ତି । ପ୍ରକୃତ କଥା କହିବାକୁ ଗଲେ ପଛୁଆ ବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ…
Read More...

ଜୋରିମାନା ଆଦାୟକୁ ଟ୍ରାକ୍ଟର ମାଲିକଙ୍କ ବିରୋଧ

ବ୍ରହ୍ମପୁର: ଲଘୁ ଖଣିଜ ଦ୍ରବ୍ୟ, ବାଲି ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଉଥିବା ଟ୍ରାକ୍ଟରଗୁଡ଼ିକଠାରୁ ଅହେତୁକ ଜୋରିମାନା ଆଦାୟ କରାଯାଉଥିବା ନେଇ ଅସନ୍ତୋଷ ପ୍ରକାଶ କରିଛି ଟ୍ରାକ୍ଟର ମାଲିକ ସଂଘ । ବୁଧବାର…
Read More...

ନବଜାତ ଶିଶୁପୁତ୍ର ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରୁ ଆଜି ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଶିଶୁଟି ଜନ୍ମ ହେବା ପରେ କେହି ଫୋପାଡ଼ି ଦେଇଥିବା ଆଲୋଚନା ହେଉଛି । ଖବର…
Read More...

ଶତାଧିକ ଚାରା ରୋପଣ

ବ୍ରହ୍ମପୁର: ବ୍ରହ୍ମପୁର ସବୁଜ ବାହିନୀ ଓ ବ୍ରହ୍ମପୁର ଭଜୋରାମ ବିହାର ଉନ୍ନୟନ ପରିଷଦ ତରଫରୁ ୭୨ତମ ବନ ମହୋତ୍ସବ ରବିବାର ପାଳନ କରାଯାଇଛି । ଭଜୋରାମ ବିହାର ରାସ୍ତା ପାଶ୍ବରେ ଶତାଧିକ ଚାରା ରୋପଣ କାର୍ଯ୍ୟକ୍ରମ…
Read More...