Browsing Tag

Berhampur

ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଧାରଣା

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ବୁଧବାର ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟ ସରକାର ଏଦିଗରେ…
Read More...

ନକଲି ବିଦେଶୀ ମଦ କାରଖାନା ଠାବ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଠାବ ହୋଇଛି ନକଲି ବିଦେଶୀ ମଦ କାରଖାନା। ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରର ଏକ ଘରେ ଚଢ଼ାଉ କରାଯାଇ ୩୦୦ ଲିଟରରୁ ଅଧିକ ନକଲି…
Read More...

ଫୁଟ୍‌ ଓଭରବ୍ରିଜ ଖୋଲିବା ଦାବିରେ ବିକ୍ଷୋଭ

ବ୍ରହ୍ମପୁର: ଫୁଟ ଓଭର୍‌ବ୍ରିଜ ଖୋଲିବା ଦାବିରେ ଶନିବାର ଖଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ଦାବିନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ…
Read More...

ବାତଜ୍ବର ନିରାକରଣ ପାଇଁ ଔଷଧ ସେବନ ଜରୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଫାଇଲେରିଆ ନିରାକରଣ ଅଭିଯାନରେ ଗୁରୁବାର ସମୁହ ଔଷଧ ସେବନ ଆରମ୍ଭ ହୋଇଯାଇଛି। ବ୍ରହ୍ମପୁର ମେଡ଼ିକାଲ କ୍ୟାମ୍ପସ ହାଇସ୍କୁଲ ପରିସରରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ବ୍ରହ୍ମପୁର…
Read More...

କଂଗ୍ରେସ ଗଢିଲା ଟିମ, ବ୍ରହ୍ମପୁର ସଭାପତି ହେଲେ ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ…
Read More...

ବର୍ଦ୍ଧିତ ଘର ଟିକସ ନେଇ କମିଶନର‌ଙ୍କ ସହ ଆଲୋଚନା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ତରଫରୁ ସହରରେ ଘର ଟିକସ ବୃଦ୍ଧି କରାଯାଇଛି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବର୍ଦ୍ଧିତ ଘର ଟିକସ ପ୍ରସଙ୍ଗରେ ବୁଧବାର ବିଏମ୍‌ସି କମିଶନର୍‌ ଡ.ସିଦ୍ଧେଶ୍ବର…
Read More...

ଶିଶୁକନ୍ୟା ଗଳା କାଟି ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ସହ ହୋଇଥିଲା ଗଣଦୁଷ୍କର୍ମ- ଅତିରିକ୍ତ ଏସପି

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ୫ ବର୍ଷର ଶିଶୁକନ୍ୟାଙ୍କୁ ଗଳା କାଟି ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ଶିଶୁକନ୍ୟା ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି।…
Read More...

ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ

ବ୍ରହ୍ମପୁର: ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କିଭଳି ଚାଲିଛି, ସେ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଫଟୋ ଉଠାଇ ଉପରିସ୍ଥ ଅଧିକାରୀଙ୍କୁ ପଠାଇବାକୁ ପଡୁଛି। ନ ପଠାଇଲେ ଉପସ୍ଥିତ ଅଧିକାରୀମାନେ ଅସନ୍ତୋଷ…
Read More...

ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ମିଳିବ ସ୍ମାର୍ଟ ଫୋନ

ବ୍ରହ୍ମପୁର: ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କିଭଳି ଚାଲିଛି, ସେ ନେଇ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ଫଟୋ ଉଠାଇ ଉପରିସ୍ଥ ଅଧିକାରୀଙ୍କୁ ପଠାଇବାକୁ ପଡୁଛି। ନ ପଠାଇଲେ ଉପସ୍ଥିତ ଅଧିକାରୀମାନେ ଅସନ୍ତୋଷ…
Read More...

ନେତାଜୀ ଜୟନ୍ତୀରେ ବୃକ୍ଷରୋପଣ: ‘ଦେଶ ପାଇଁ ସ୍ବାଧୀନତା ଭଳି ସୁସ୍ଥ ପରିବେଶ ଜରୁରୀ’

ବ୍ରହ୍ମପୁର: ଓଡ଼ିଶାର ଦୁଇ ଅତୁଳନୀୟ ବୀରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ତିଥିକୁ ସ୍ମରଣୀୟ କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ଓ ଦିଲ୍ଲୀ ପବ୍ଲିକ ସ୍କୁଲ, ଲାଞ୍ଜିପଲ୍ଲୀ ମିଳିତ…
Read More...