କାର ଧକ୍କାରେ ପଥଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ମୃତଦେହ ରଖି ଧାରଣା
ଦେବଗଡ଼: କାର ଧକ୍କାରେ ପଥଚାରୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। କାର ମାଲିକଙ୍କ ଘର ଆଗରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେଇଥିଲେ। କ୍ଷତିପୂରଣ ଦାବିରେ ପରିବାର ଲୋକେ ଅଡ଼ି ବସିଛନ୍ତି । ଉଭୟ ମୃତାହତ କଲମପୁର ଥାନା ବଡ଼କୁଟ୍ରୁ ଗାଁର ବୋଲି ସୂଚନା ଦେଇଛନ୍ତି।
Comments are closed.