www.samajalive.in
Monday, December 15, 2025
24.1 C
Bhubaneswar

କାଠଯୋଡିରେ ଦୁଇ ନାବାଳକ ନିଖୋଜ

କଟକ : କଟକ କାଠଯୋଡ଼ିରେ ନଦୀରେ ବୁଡ଼ିଯାଇଛନ୍ତି ୨ ନାବାଳକ। ସକାଳେ ଗାଧୋଇଲାବେଳେ ୨ ଜଣ ବୁଡ଼ିଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଅପରେସନରେ ସ୍କୁବା ଡାଇଭର ଓ ଅଗ୍ନିଶମ ବିଭାଗର ୨ଟି ଟିମ୍ ସାମିଲ ଅଛନ୍ତି । ନିଖୋଜ ଦୁଇ ନାବାଳକ ଭଗତପୁର ବଗଲା ଲେନର ଓମ୍ ଆୟୁଷ ବାରିକ(୧୨) ଓ ଓମ୍ ପ୍ରକାଶ ମହାରଣା (୧୫)ବୋଲି ଜଣାପଡିଛି।

ତେବେ ସାହିର ବୟସ୍କ ଲୋକ ପହଞ୍ଚିବା ପୂର୍ବରୁ ନଦୀ ପଠାରେ ପହଞ୍ଚିଥିଲେ ଦୁଇ ବାଳକ । ନଦୀ ପଠାରେ ବଲ ଖେଳିଥିଲେ । ଏହାପରେ ଗାଧୋଇବା ବେଳେ ଜଣେ ବାଳକ ବୁଡି ଯାଇଥିଲା । ତାକୁ ଉଦ୍ଧାର କରିବାକୁ ଯାଇ ଆଉ ଜଣେ ମଧ୍ୟ ବୁଡ଼ିଯାଇଥିଲା ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories