www.samajalive.in
Sunday, December 7, 2025
26.1 C
Bhubaneswar

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ଵର: କମିଶନରେଟ ପୋଲିସରେ ଗୁରୁବାର ବଡ଼ ଧରଣର ଅଦଳବଦଳ କରାଯାଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କଟକ ଏବଂ ଭୁବନେଶ୍ଵରର ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରୁ ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କୁ କ୍ୟାପିଟାଲ ଥାନା ଆଇଆଇସି ଭାବେ ବଦଳି କରାଯାଇଥିବାବେଳେ ହିମାଂଶୁ ଭୂଷଣ ସ୍ବାଇଁ ବାଦାମବାଡ଼ି ଥାନା ଆଇଆଇସି, ଅରୁଣ କୁମାର ସ୍ବାଇଁ ନୟାପଲ୍ଲୀ ଥାନା ଅଧିକାରୀ, ରଶ୍ମିରଞ୍ଜନ ମହାପାତ୍ର ଖଣ୍ଡଗିରି ଥାନା ଆଇଆଇସି, ରବିନାରାୟଣ ଭଞ୍ଜ ମାଲଗୋଦାମ ଥାନା ଅଧିକାରୀ, ମନୋଜ ରୋଶନ ବିଲୁଙ୍ଗ ମଧୁପାଟଣା ଥାନା ଆଇଆଇସି, ବିଶ୍ଵରଞ୍ଜନ ନାୟକ ଚନ୍ଦ୍ରଶେଖରପୁର ଥାନା ଆଇଆଇସି, ଅମିତାଭ ପାତ୍ର ଖାରବେଳନଗର ଥାନା ଆଇଆଇସି ଭାବେ ବଦଳି ହୋଇଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories