ରାଜଧାନୀ ‘ସମାଜ’ ଗ୍ରାହକଙ୍କ ଅବଗତି ନିମନ୍ତେ

ଭୁବନେଶ୍ୱର: କେତେକ ବିକ୍ରେତାଙ୍କ ଅସହଯୋଗ କାରଣରୁ ଶୁକ୍ରବାର ଦୈନିକ ‘ସମାଜ’ ଭୁବନେଶ୍ୱରର ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର ଓ ସିଆରପି ଅଞ୍ଚଳରେ ବିତରଣ କରାଯାଇପାରି ନାହିଁ।

prayash

ଏହି ଅଞ୍ଚଳକୁ ଛାଡ଼ି ରାଜଧାନୀର ଅନ୍ୟତ୍ର ‘ସମାଜ’ ଯୋଗାଣ ସ୍ବାଭାବିକ ରହିଛି। ଧର୍ମଘଟ ଯୋଗୁଁଁ ‘ସମାଜ’ ପ୍ରକାଶନ ଓ ପ୍ରସାରଣ ବନ୍ଦ ରହିଛି ବୋଲି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଗୁଜବ ପ୍ରଚାର କରୁଛନ୍ତି। ଏଥିରେ ବିଶ୍ୱାସ କରନ୍ତୁ ନାହିଁ।

‘ସମାଜ’ର ପ୍ରିୟ ପାଠକ ପାଠିକା ଯେଉଁମାନେ ସେମାନଙ୍କ କପି ପାଇପାରୁନାହାନ୍ତି ସେମାନେ ୯୪୩୮୦୬୬୭୩୭ ଓ ୬୩୭୦୩୨୨୪୧୧ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସେମାନଙ୍କୁ ‘ସମାଜ’ ଯୋଗାଇବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି।

Comments are closed.