www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟୁତ କର୍ମଚାରୀ କହି ଘରେ ପଶିଲେ ଦୁର୍ବୁତ୍ତ, ତା ପ‌ରେ କଣ ହେଲା ଜାଣନ୍ତୁ…..

ଭଦ୍ରକ: ବିଦ୍ୟୁତ ବିଭାଗରୁ ଆସିଛୁ କହି ଅବସରପ୍ରାପ୍ତ ଦମ୍ପତ୍ତିଙ୍କ ଘରେ ପଶିଲେ ଦୁର୍ବୁତ୍ତ ।ଆଉ ଏହାପରେ ଦୁର୍ବୁତ୍ତ ଦମ୍ପତ୍ତିଙ୍କୁ ବାନ୍ଧି ନିସ୍ତୁକ ଭାବେ ପିଟିବା ପରେ ଟଙ୍କା ଓ ଅଳଙ୍କାର ଲୁଟି ନେଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ତିହିଡି ଥାନା ଅଧୀନ ଦୋଳସାହି ଅଞ୍ଚଳରେ । ଦୋଳସାହିରେ ରହୁଥିବା ଅବସରପ୍ରାପ୍ତ ଦମ୍ପତ୍ତି ଚିନ୍ତାମଣି ସାହୁ ଏବଂ ତାଙ୍କ ପତ୍ନୀ ପ୍ରଣତି ସାହୁ ଶୁକ୍ରବାର  ଘରେ ଥିବା ସମୟରେ ଅପରାହ୍ନରେ ଦୁଇ ଗୋଟି ବାଇକ ନେଇ ତାଙ୍କ ଘର ପାଖରେ ପହଞ୍ଚିଥିଲେ ।

ଏହାପରେ ନିଜକୁ ବିଦ୍ୟୁତ ବିଭାଗର କର୍ମଚାରୀର ପରିଚୟ ଦେଇ ଘର ଭିତରେ ପଶିଥିଲେ ।ଏହାପରେ ଅବସରପ୍ରାପ୍ତ ଦମ୍ପତ୍ତିଙ୍କୁ ଘରେ ବାନ୍ଧି ଦୁର୍ବୁତ୍ତ ନିସ୍ତୁକ ପିଟିବା ପରେ ଲୁଟପାଟ ଆରମ୍ଭ କରିଥିଲେ। ଘରେ ଥିବା ନଗଦ ଟଙ୍କା ଏବଂ ସୁନା ଅଳଙ୍କାର ଧରି ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories