nua o banner

ଘରେ ପଶି ମା’ ଓ ୨ ପୁଅଙ୍କୁ ହାଣିଲେ ଦୁର୍ବୁତ୍ତ, ଜଣେ ପୁଅମୃତ, ଅନ୍ୟ ଜଣେ ପୁଅ ଓ ମା’ ଗୁରୁତର

BJD Bijuli 480×75 Mob

ବ୍ରହ୍ମପୁର: ସଦର ଥାନା ନାରାୟଣପୁର ଗାଁରେ ପଶି ଆକ୍ରମଣ ଘଟଣାରେ ଜଣେ ମୃତ ଓ ୨ ଜଣ ଗୁରୁତର ହୋଇଛନ୍ତି। ଆଜି କିଛି ଦୁର୍ବୁତ୍ତ ସଦର ଥାନା ନାରାୟଣପୁର ଗାଁର ଏକ ପରିବାରର ଘରେ ପଶି ମା’ ଓ ୨ପୁଅଙ୍କୁ ଖଣ୍ଡାରେ ହାଣି ଆକ୍ରମଣ କରିଥିଲେ। ସେମାନଙ୍କ ଖଣ୍ଡା ଆକ୍ରମଣରେ ଜଣେ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ପୁଅ ଗୁରୁତର ହୋଇଛି। ଏହାସହିହ ଦୁର୍ବର୍ତ୍ତମାନଙ୍କ ଖଣ୍ଡା ଚୋଟରେ ମା’ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରୁତର ମା’ ଓ ପୁଅଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ : ୨୩ ବେଳକୁ ନେଇପାରେ ଅବପାତର ରୂପ, ସ୍ପଷ୍ଟ କଲା ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର; ୨୪ ତାରିଖରେ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଆଶଙ୍କା, ୨୫ରେ ବଢ଼ିପାରେ ବର୍ଷାର ପରିମାଣ

Comments are closed.