www.samajalive.in
Tuesday, December 9, 2025
26.1 C
Bhubaneswar

ବିଜେଡି ଶାସନ କଂଗ୍ରେସଠାରୁ ନିକୃଷ୍ଟ: ଅମିତ ଶାହ

ଭୁବନେଶ୍ଵର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରବିବାର ଓଡ଼ିଶା ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟଠାରେ ଦଳର ସଙ୍କଳ୍ପ ପତ୍ର ଉନ୍ମୋଚନ କରିବା ଅବସରରେ ଶାହ କହିଥିଲେ, ସହଯୋଗୀଙ୍କୁ ସମ୍ମାନ ନ ଦେବା ଏବଂ ପଛରୁ ଛୁରି ଭୂଷିବା ନବୀନଙ୍କ ଅଭ୍ୟାସ। ବିକଳ୍ପ ଭାବେ ମୁଣ୍ଡ ଟେକିଲେ ଦଳରୁ ବିଦା କରିବା ନବୀନଙ୍କ ଚରିତ୍ର। କଂଗ୍ରେସଠାରୁ ଆହୁରି ନିକୃଷ୍ଟ ଶାସନ ବିଜେଡିର। ଆଗରେ ନବୀନ, ପଛରେ ବାବୁମାନେ ଶାସନ କରୁଛନ୍ତି। ଦୂରଦୃଷ୍ଟି ଅଭାବ, ଆଳସ୍ୟ, ଦୁର୍ନୀତି ଓଡ଼ିଶାକୁ ପତନ ଆଡକୁ ନେଇଛି। ଖଣି ଓ ଚିଟ୍‌ଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ନେତାଙ୍କୁ ଟିକେଟ ଦେଇଛି ବିଜେଡି। ଓଡ଼ିଶା ପ୍ରାକୃତିକ ଓ ଖଣିଜ ସମ୍ପଦରେ ଭରା। କିନ୍ତୁ ଏଠାକାର ଲୋକେ ଗରିବ ବୋଲି ଶାହ କହିଥିଲେ।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories