କଟକ : କଟକ-ଚାନ୍ଦବାଲି ରାସ୍ତାର ବାରୋ ଛକ ଠାରେ ଏକ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଏକ ବୋଲେରୋ ପଛ ପଟୁ ହାଇୱାକୁ ଧକ୍କା ଦେଇଥିଲା। ଫଳରେ ସେଥିରେ ଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣଙ୍କ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ଜଣାପଡିଛି।
Popular Categories



