ଭାରତୀୟ ନିବେଶକଙ୍କ ଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ଶିରିସେନାଙ୍କ ସହଯୋଗୀ

0

କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ପ୍ରମୁଖ ସହଯୋଗୀ ଆଇଏଚକେ ମହାନାମା ଜଣେ ଭାରତୀୟ ନିବେଶକଙ୍କ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗୁରୁବାର ମହାନାମା ଜଣେ ଭାରତୀୟ ନିବେଶକଙ୍କ ଠାରୁ ପ୍ରାୟ ୧ଲକ୍ଷ ୨୬ହଜାର ଡଲାର ଲାଞ୍ଚ ନେଉଥିବାବେଳେ ଗିରଫ ହୋଇଥିଲେ। ଭାରତୀୟ ନିବେଶକଙ୍କ ନାମ ଗୋପନ ରଖାଯାଇଛି। ତେବେ ଉକ୍ତ ଭାରତୀୟ ଜଣଙ୍କ ଟି୍ରନକୋମାଲିର ପଶ୍ଚିମ ଜିଲାରେ ଏକ ଚିନି କଳରେ ନିବେଶ କରିଛନ୍ତି। ଶ୍ରୀଲଙ୍କା ଦୁର୍ନୀତି ନିବାରଣ ଅଧିକାରୀଙ୍କ କହିବା ଅନୁଯାୟୀ ମହାନାମା ଭାରତୀୟ ନିବେଶକଙ୍କ ଠାରୁ ୩୫ଲକ୍ଷ ଡଲାର ଲାଞ୍ଚ ଦାବି କରିଥିଲେ।

Leave A Reply