www.samajalive.in
Monday, December 15, 2025
24.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ସୁନ୍ଦରଗଡ଼଼: ରାମ ନବମୀ ଯାତ୍ରା ଦେଖି ଫେରିବାବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ମୃତ, ସୁନ୍ଦରଗଡ଼଼ ବଡ଼ ଗାଁ ଥାନା ମରିଚିମୁଣ୍ଡା ନିକଟରେ ଦୁର୍ଘଟଣା..

ୱାଶିଂଟନ: ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ଭୂମିକମ୍ପ ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରେକର୍ଡ..

- Advertisement -

ଆଜିଠୁ ଓଡିଶା ଉପକୂଳ ସମୁଦ୍ରରେ ମାଛଧରା ନିଷେଧ, ଜୁନ୍ ୧୪ ତାରିଖ ଯାଏଁ ମାଛଧରା ନେଇ କଟକଣା, ୬୧ ଦିନ ପାଇଁ କଟକଣା ଲଗାଇଲେ ରାଜ୍ୟ ସରକାର..

ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..

ପାଟୁଆ ଯାତ୍ରା ବେଳେ ଅଘଟଣ: ଡିଜେ ବାଜୁଥିବା ସମୟରେ ୧୧ କେଭି ତାର ଲାଗି ଦୁଇ ମୃତ, ତଦନ୍ତ ନିର୍ଦେଶ ଦେଲେ ଜିଲ୍ଲାପାଳ..

ଭୁବନେଶ୍ଵର : ତୁଳସୀ ଗଣନାଟ୍ୟ ସାରି ଫେରୁଥିବାବେଳେ କାର୍‌-ଟ୍ରକ୍‌ ଧକ୍କା: ଜଣେ ଗୁରୁତର..

୩ ଦିନ ପରେ ଉଦ୍ଧାର ହେଲା ଚୋରି ଶିଶୁ : ବାଲେଶ୍ଵର ଖନ୍ତାପଡାରୁ ଉଦ୍ଧାର କଲା କମିଶନରେଟ୍ ପୁଲିସ୍‌ ର ସ୍ଵତନ୍ତ୍ର ଟିମ୍ , ଗିରଫ ହେଲା ଅପହରଣକାରୀ..

ରାଜ୍ୟରେ ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା: ଉପକୂଳ ଉତ୍ତର ଓ ଦକ୍ଷିଣ ଓଡିଶା ପ୍ରଭାବିତ ହେବା ଆଶଙ୍କା, ଆଜି ପାଇଁ ୧୯ ଜିଲ୍ଲାକୁ ୟେଲୋ ସତର୍କତା..

ଦେଖନ୍ତୁ ଭିଡିଓ ; ଯାତ୍ରୀବାହୀ ବସ୍‌ ଉପରେ ଚଢିଗଲା ଦନ୍ତାହାତୀ

ରାଜଧାନୀ ଭୁବନେଶ୍ୱରରେ ବ୍ୟାପୁଛି ଝାଡାବାନ୍ତି, ୱାର୍ଡ ନମ୍ବର ୧୩ରେ ନୀଳାଦ୍ରି ନିବାସରେ ଝାଡାବାନ୍ତି ବ୍ୟାପୁଛି..

କନ୍ଧମାଳ: ରାସ୍ତା କଡରେ ବାଇକ୍ ପୋହି ଦେଲେ ଦୁର୍ବୁତ୍ତ, ତଦନ୍ତ କରୁଛି ପୁଲିସ୍..

ରାଜଧାନୀରୁ ଶିଶୁପୁତ୍ର ଚୋରି ଘଟଣା; କିଡନୀ ପାଇଁ ଶିଶୁକୁ ଅପହରଣ କରାଯାଇଥିବା ଅଭିଯୋଗ..

ଗୋପାଳପୁର: ମୁଣ୍ଡରେ ବନ୍ଧୁକ ଲଗାଇ ଝାମ୍ପି ନେଲେ ମହିଳାଙ୍କ ସୁନା ଚେନ୍‌..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories