ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମୀନ ରାଶିରେ ବୁଧ ଚଳନ କରିବା ପରେ ତ୍ରିଗ୍ରହୀ ଯୋଗର ଖାସ୍‌ ସଂଯୋଗ ହେବାକୁ ଯାଉଛି । ୧୪ ଏପ୍ରିଲରେ ଗ୍ରହଙ୍କ ରାଜକୁମାର ବୁଧ ମୀନ ରାଶିରେ ପ୍ରବେଶ କରିଛନ୍ତି । ଏହି ରାଶିରେ ପୂର୍ବରୁ ଶନି ଓ ସୂର୍ଯ୍ୟ ରହିଛନ୍ତି । ଫଳରେ ଏଠାରେ ଶନି, ବୁଧ ଓ ଶୁକ୍ର ଏକାଠି ହୋଇଛନ୍ତି । ୩ଟି ଗ୍ରହ ଏକାଠି ହେବା ଦ୍ୱାରା ତ୍ରିଗ୍ରହୀ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ … Continue reading ଦୀର୍ଘ ବର୍ଷ ପରେ ଶକ୍ତିଶାଳୀ ତ୍ରିଗ୍ରହୀ ଯୋଗ ; ଏହି ରାଶି ହେବେ ଭାଗ୍ୟବାନ୍‌, ହଠାତ୍‌ ମିଳିବ ଧନ, ଚାକିରି, ରହିବନି ଚିନ୍ତା..