ଦେଖନ୍ତୁ ଭିଡିଓ ; ଯାତ୍ରୀବାହୀ ବସ୍‌ ଉପରେ ଚଢିଗଲା ଦନ୍ତାହାତୀ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଭୟଭୀତ ମଧ୍ୟ କରିଥାଏ। କିଛି ଭିଡିଓ ସହଜରେ ବିଶ୍ୱାସ କରି ହୁଏ ନାହିଁ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି। ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଏକ ଦନ୍ତା ଜଙ୍ଗଲୀ ହାତୀକୁ ଦେଖିପାରିବେ। ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌ ଯାଉଛି। ହଠାତ୍‌ ଦନ୍ତା ହାତୀଟି ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଉଛି। View … Continue reading ଦେଖନ୍ତୁ ଭିଡିଓ ; ଯାତ୍ରୀବାହୀ ବସ୍‌ ଉପରେ ଚଢିଗଲା ଦନ୍ତାହାତୀ