www.samajalive.in
Wednesday, December 10, 2025
15.1 C
Bhubaneswar

ବିଶିଷ୍ଟ ନାଟ୍ୟ ନିର୍ଦେଶକଙ୍କ ସ୍ମୃତିରେ ପୋଖରୀ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦେଶକ ସ୍ବର୍ଗତ ଭଗବାନ ମହାରଣାଙ୍କ ସ୍ମୃତିରେ ପୋଖରୀ ସଫେଇ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଯୁବଗୋଷ୍ଠୀଙ୍କ ଦ୍ୱାରା ବଡ ବନ୍ଧ ପୋଖରୀ  ସଫେଇ କରାଯାଇଥିଲା।

ପୁଇଁତୋଳା ଗ୍ରାମର ଲୋକ ସମେତ ପଡ଼ୋଶୀ ଗ୍ରାମର ଅନେକ ବ୍ୟକ୍ତି ଉକ୍ତ ପୋଖରୀ  ବ୍ୟବହାର ପାଇଁ ନିର୍ଭର କରିଥାନ୍ତି। ପୋଖରୀଟି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ହେତୁ ବସ ଗାଡି ଯାତ୍ରୀ ମାନେ ଗାଡି ରଖି ଏଠାରେ ସ୍ନାନ କରିଥାନ୍ତି।

- Advertisement -

ଏହି ସଫେଇ କାର୍ଯ୍ୟରେ ସୁଦାମ ଚରଣ ଜେନା, ହରି ବିଶ୍ୱାଳ, କୈଳାଶ ସାହୁ, ଅଜୟ ବାରିକି, ଶିବରାମ ଜେନା, ନାରାୟଣ ତରାଇ, ଭଗବାନ ପ୍ରଧାନ, କାମେଶ୍ୱର ସାହୁ, ପ୍ରକାଶ ରାଉଳ, ସୁଶାନ୍ତ ତରାଇ, ବିକ୍ରମ ମହାରଣା, ନିରଞ୍ଜନ ତରାଇଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories