www.samajalive.in
Monday, December 15, 2025
24.1 C
Bhubaneswar

ଭୂକମ୍ପରେ ଥରିଲା ଭାରତ ସମେତ ୪ ଦେଶ

ନୂଆଦିଲ୍ଲୀ : ଭାରତ ସମେତ ଚାରିଟି ଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ସହ ତିନି ଘଣ୍ଟା ମଧ୍ୟରେ ଭାରତ, ନେପାଳ, ତିବ୍ଦତ ଏବଂ ପାକିସ୍ତାନର ଅନେକ ଅଞ୍ଚଳ ଭୂକମ୍ପରେ ଥରିଥିଲା । ଗତ ୨୪ ଘଣ୍ଟାରେ ଆସାମରୁ ପାକିସ୍ତାନ ମଧ୍ୟରେ ୪  ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ବିଳମ୍ବିତ ରାତିରେ ନେପାଳରେ ୫.୫ ତୀବ୍ରତାର ଭୂକମ୍ପ ଝଟକା ଅନଭୂତ ହୋଇଥିବା ବେଳେ ଏହାର ଝଟକା ବିହାର ଓ ଆସାମରେ ମଧ୍ୟ ଅନୁଭୂତ ହୋଇଥିଲା। ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ପାକିସ୍ତାନରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ; କେମିତି ଶିବ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇ ରହିଛି ଷଣ୍ଢ..

ମାର୍ଚ୍ଚରେ ଶୁକ୍ର ହେବେ ଅସ୍ତ ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, ବଢିବ ଦରମା..

- Advertisement -

ଦେଶରେ ପ୍ରଥମ ; ପୋଷା ବିଲେଇଠାରେ ବାର୍ଡ ଫ୍ଲୁ ଚିହ୍ନଟ, ବୈଜ୍ଞାନିକ ଦେଲେ ସତର୍କ ସୂଚନା..

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories