ଦେଶରେ ପ୍ରଥମ ; ପୋଷା ବିଲେଇଠାରେ ବାର୍ଡ ଫ୍ଲୁ ଚିହ୍ନଟ, ବୈଜ୍ଞାନିକ ଦେଲେ ସତର୍କ ସୂଚନା..
ପୁଣେ : ଦେଶରେ ପ୍ରଥମଥର ପାଇଁ ପୋଷା ବିରାଡିଙ୍କଠାରେ ବାର୍ଡ ଫ୍ଲୁ (ଏଚ୫ଏନ୍୧)ର ପ୍ରଥମ ମାମଲା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ଏହି ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି । କାରଣ ଏହି ଭୂତାଣୁ ମନୁଷ୍ୟଙ୍କୁ ମଧ୍ୟ ସଂକ୍ରମିତ ହୋଇ ପାରେ । ବୈଜ୍ଞାନିକଙ୍କ ମତାନୁସାରେ ଏଚ୫ଏନ୍୧ ସାଧାରଣତଃ ପକ୍ଷୀମାନଙ୍କଠାରେ ଦେଖାଯାଉଥିବା ଏକ ଭୂତାଣୁ । ମାତ୍ର କିଛି ପରିବର୍ତ୍ତନକାରଣରୁ ଏହା ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ମଧ୍ୟ ସଂକ୍ରମିତ କରିପାରେ । ଏହି ପରିବର୍ତ୍ତନ ହିଁ ବର୍ତ୍ତମାନ … Continue reading ଦେଶରେ ପ୍ରଥମ ; ପୋଷା ବିଲେଇଠାରେ ବାର୍ଡ ଫ୍ଲୁ ଚିହ୍ନଟ, ବୈଜ୍ଞାନିକ ଦେଲେ ସତର୍କ ସୂଚନା..
Copy and paste this URL into your WordPress site to embed
Copy and paste this code into your site to embed