ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ; କେମିତି ଶିବ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇ ରହିଛି ଷଣ୍ଢ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ମହାଶିବରାତ୍ରୀ ସହ ଜଡିତ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଭିଡିଓରେ ଏକ କଳା ଷଣ୍ଢ ଭଗବାନ ଶିବଙ୍କ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇଥିବା ଦେଖାଯାଉଛି । ଲୋକେ ଏହି ଦୃଶ୍ୟକୁ ଦେଖି କହିଛନ୍ତି, ଏହା ସବୁଠାରୁ ଅଦ୍ଭୁତ ଦୃଶ୍ୟ । ଦୃଶ୍ୟକୁ ଦେଖି ଏଭଳି ମନେ ହେଉଛି, ଯେପରି ଷଣ୍ଢଟି ଭୋଳାଶଙ୍କରକୁ ପ୍ରଣାମ କରୁଛି । ଭିଡିଓକୁ … Continue reading ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ; କେମିତି ଶିବ ମନ୍ଦିର ସାମ୍ନାରେ ମୁଣ୍ଡ ନୁଆଁଇ ରହିଛି ଷଣ୍ଢ..
Copy and paste this URL into your WordPress site to embed
Copy and paste this code into your site to embed