ତେଲକୋଇ : ହଷ୍ଟେଲରେ ଖାଇବା ପରେ ୨୨ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । କେନ୍ଦୁଝରରେ ଆଦର୍ଶ ସ୍କୁଲ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖାଦ୍ୟ ଖାଇ ସାରି ସ୍କୁଲ ଆସିଥିଲେ, ବାନ୍ତି ହେବାରୁ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍..
ମୌନୀ ଅମାବାସ୍ୟାରେ ବାସ୍ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..
ଉତ୍କର୍ଷ ଓଡିଶା ସମ୍ମିଳନୀ ; ଜାଣନ୍ତୁ କିଏ ବିନିଯୋଗ କରିବେ କେତେ କୋଟି



