ଉତ୍କର୍ଷ ଓଡିଶା ସମ୍ମିଳନୀ ; ଜାଣନ୍ତୁ କିଏ ବିନିଯୋଗ କରିବେ କେତେ କୋଟି
ଭୁବନେଶ୍ୱର : ମଙ୍ଗଳବାର ଠାରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡିଶା ସମ୍ମିଳନୀ । ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା କନ୍କ୍ଲେଭକୁ ଉଦ୍ଘାଟନ କରିଛନ୍ତି । ଏହି କନକ୍ଲେଭରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଯୋଗ ଦେଇଛନ୍ତି । କୁମାର ମଙ୍ଗଳମ୍ ବିର୍ଲା (ଚେୟାରମ୍ୟାନ୍, ଆଦିତ୍ୟ ବିର୍ଲା), ନବୀନ ଜିନ୍ଦଲ (ଚେୟାରମ୍ୟାନ୍ ଜେଏସପିଏଲ), ଅନୀଲ ଅଗ୍ରୱାଲ (ଚେୟାରମ୍ୟାନ୍, ବେଦାନ୍ତ), ଟି.ଭି. ନରେନ୍ଦ୍ରନ୍ (ସିଇଓ … Continue reading ଉତ୍କର୍ଷ ଓଡିଶା ସମ୍ମିଳନୀ ; ଜାଣନ୍ତୁ କିଏ ବିନିଯୋଗ କରିବେ କେତେ କୋଟି
Copy and paste this URL into your WordPress site to embed
Copy and paste this code into your site to embed