ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଓ ବୁଧ ଗ୍ରହ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଫେବୃଆରୀ ମାସର ଆରମ୍ଭରେ ଏହି ରାଜଯୋଗ ସୃଷ୍ଟି ହେବ । ଏହି ରାଜଯୋଗ ଫଳରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ.. ଗ୍ରହଙ୍କ ଚଳନ ହେତୁ ସୃଷ୍ଟି ହେଉଥିବା ରାଜଯୋଗ ରାଶି ଉପରେ ଶୁଭ ପ୍ରଭାବ ପକାଇଥାଏ । ସେହି ପ୍ରକାରେ ଫେୃବଆରୀ ମାସର … Continue reading ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..