www.samajalive.in
Sunday, December 7, 2025
15.1 C
Bhubaneswar

ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଦେବ ଓ ବୁଧ ଗ୍ରହ ଏକାଠି ହେବା ଦ୍ୱାରା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହୋଇଥାଏ । ଫେବୃଆରୀ ମାସର ଆରମ୍ଭରେ ଏହି ରାଜଯୋଗ ସୃଷ୍ଟି ହେବ । ଏହି ରାଜଯୋଗ ଫଳରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..
ଗ୍ରହଙ୍କ ଚଳନ ହେତୁ ସୃଷ୍ଟି ହେଉଥିବା ରାଜଯୋଗ ରାଶି ଉପରେ ଶୁଭ ପ୍ରଭାବ ପକାଇଥାଏ । ସେହି ପ୍ରକାରେ ଫେୃବଆରୀ ମାସର ଆରମ୍ଭରେ ସୂର୍ଯ୍ୟ, ବୁଧ କୁମ୍ଭ ରାଶିରେ ଏକାଠି ହେବାକୁ ଯାଉଛନ୍ତି ।

ସୂର୍ଯ୍ୟ ଓ ବୁଧ ଦେବଙ୍କ ମିତ୍ରତା ଭାବ କାରଣରୁ ୨ ଗ୍ରହ ଏକାଠି ହେବା ପରେ ଶୁଭ ରାଜଯୋଗ ସୃଷ୍ଟି ହୋଇଥାଏ ।
ସୂର୍ଯ୍ୟ ଓ ବୁଧ ଏକାଠି ହେବା ପରେ ୩ ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ର ଠାରୁ ଆରମ୍ଭ କରି ବ୍ୟବସାୟ, ଦାମ୍ପତ୍ୟ ଜୀବନ, ଧନ ସମ୍ପତ୍ତିରେ ଉନ୍ନତି ହିଁ ଉନ୍ନତି ହେବ। ଏମାନଙ୍କ ଭାଗ୍ୟବାନ୍‌ ହେବେ..

- Advertisement -

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ଅତ୍ୟନ୍ତ ଶୁଭଙ୍କର ହେବ । ଆୟରେ ଜବରଦସ୍ତ ବୃଦ୍ଧି ହେବ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ପରିଶମ୍ରର ସମ୍ପୂର୍ଣ୍ଣ ଫଳ ମିଳିବ । ଚାକିରିରେ ବଡ ସୁଯୋଗ ମିଳିବ । ନିକଟ ଭବିଷ୍ୟତରେ ବଡ ଧରଣର ଆର୍ଥିକ ଲାଭ ହେବ ।

ମିଥୁନ- ଏହି ରାଶିଙ୍କ ପାଇଁ ସମୟ ବେଶ ଅନୁକୂଳ ରହିଛି । ଭାଗ୍ୟର ସମ୍ପୂର୍ଣ୍ଣ ସାଥ୍‌ ମିଳିବ । ଦେଶ ବିଦେଶର ଯାତ୍ରା କରିବାର ସୁଯୋଗ ମିଳିବ । ପୂଜାପାଠ କରିବା ଦ୍ୱାରା ମନକୁ ଶାନ୍ତି ମିଳିବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବ୍ୟବସାୟୀଙ୍କୁ ଆର୍ଥିକ କ୍ଷେତ୍ରରେ ବଡ ଲାଭ ମିଳିବ । ନୂଆ ଚାକିରି ମିଳିବା ସହ ବିଦେଶ ଯାତ୍ରାର ଯୋଗ ରହିଛି ।

କୁମ୍ଭ- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ପରିଶ୍ରମ କରି ସଫଳତା ପାଇବେ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାନସିକ ଶାନ୍ତି ମିଳିବ ।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories