ନୂଆଦିଲ୍ଲୀ : ଭାରତୀୟ ବଜାରରେ ପ୍ରବେଶ କରିଛି ନାଇକ୍ ର ସ୍ମାର୍ଟ ଜୋତା। ଯାହାର ନାମ ନାଇକ୍ ‘ଆଡାପ୍ଟ ବିବି’। ଏହାକୁ ସ୍ମାର୍ଟଫୋନ ସାହାର୍ଯ୍ୟରେ ଢିଲା ଏବଂ ଟାଇଟ କରିପାରିବେ।
ଏହାର ମୂଲ୍ୟ ୩୫୦ଡଲାର। ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୨୫,୦୦୦ଟଙ୍କା। ଏହାର ବିଶେଷତ୍ୱ ବିଷୟରେ କହିଲେ ଏହି ଜୋତାକୁ ପାଦରେ ପିନ୍ଧିବା ମାତ୍ରେ ଏହା ଆପେ ଆପେ ଫିଟ୍ ହୋଇଯିବ। ଏଥିିପାଇଁ ଏଥିିରେ ଅଟୋ ଆଡଜଷ୍ଟ ମୋଡ ଦିଆଯାଇଛି।
ଏହାସହିତ ସ୍ମାର୍ଟପୋନ ସାହାର୍ଯ୍ୟରେ ଏହାରକୁ କଣ୍ଟ୍ରୋଲ କରିପାରିବେ। ଏହି ଜୋତାକୁ ବିଶେଷକରି ବାସ୍କେଟବଲ ଖେଳାଳି ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ସମଗ୍ର ବିଶ୍ୱରେ ଏହି ଜୋତାର ବିକ୍ରି ୨୦୧୯ ଫେବ୍ରୁଆରୀ ୧୭ରୁ ହେବ।
ବଜାରକୁ ଆସିଲା ‘ନାଇକ୍’ ର ସ୍ମାର୍ଟ ଜୋତା
Popular Categories



