www.samajalive.in
Sunday, December 7, 2025
18.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ‘ଜାପ’ର ‘ଆକ୍ବା ଡାର୍କଷ୍ଟାର’ ବ୍ଲୁଟୁଥ ସ୍ପିକର

ନୂଆଦିଲ୍ଲୀ : ଭାରତୀୟ ବଜାରକୁ ଆସିଲା ‘ଜାପ’ର ‘ଆକ୍ବା ଡାର୍କଷ୍ଟାର’ ନାମକ ଏକ ବ୍ଲୁଟୁଥ ସ୍ପିକର। ଏହି ସ୍ପିକରକୁ ଆଇପିଏକ୍ସ-୫ ଇଣ୍ଟରନ୍ୟାସନାଲ ରେଟିଙ୍ଗ ପ୍ରାପ୍ତ ହୋଇଛି। ଯାହା ଏହାକୁ ଜଳ, ଧୂଳି, ବରଫରୁ ରକ୍ଷା କରିଥାଏ। ଏହାକୁ ଏକ୍ସଟିରିୟଡ ରଡ ରବରରେ ପ୍ରସ୍ତୁତ କରାଯାଇଛି। ଯାହାଦ୍ୱାରା ଏହା ମଜଭୁତ ହୋଇଥାଏ।
ଏହି ସ୍ପିକର ଖୋଲା ସ୍ଥାନରେ ହେଉଥିବା ପାର୍ଟି, ଗ୍ରୁପ କ୍ୟାମ୍ପେନିଙ୍ଗ ଭଳି କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ୫ୱାଟର ଦୁଇଟି ସ୍ପିକର ଲଗାଯାଇଛି, ଯାହା ୧୦ୱାଟର ୩୬୦ ଡିଗ୍ରୀ ହାଇ ଡେଫିନେସନ୍‍ ସାଉଣ୍ଡ ଆଉଟପୁଟ ଦେଇଥାଏ। ଏଥିରେ ଗୋଟିଏ ପ୍ୟାସିବ ସବବୁକର ଲଗାଯାଇଛି। ଯାହା ସ୍ପଷ୍ଟ ଶବ୍ଦ ସହିତ ମଧୂର ସାଉଣ୍ଡ ଦେଇଥାଏ।
ଏଥିରେ ୪.୦ବ୍ଲୁଟୁଥ ରହିଛି। ଏହା ୩୩ଫୁଟ ଦୂରରୁ ଡିଭାଇସ ସହିତ ସଂଯୋଗ ହେବାର କ୍ଷମତା ରଖିଥାଏ। ଏହାଦ୍ୱାରା ଫୋନ କଲ ଉଠାଇ ପାରିବେ। ଏହା ସହିତ ଭଲ୍ୟୁମ କଣ୍ଟ୍ରୋଲ ମଧ୍ୟ କରିପାରିବେ। ଏହାର ମୂଲ୍ୟ ୨,୭୪୯ଟଙ୍କା। ଏହାକୁ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories