୮ ଜଣଙ୍କୁ ଖାଇଥିଲା ଗଧିଆ, କାବୁ କଲା ବନ ବିଭାଗ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ୮ ଜଣ ମଣିଷଙ୍କ ଜୀବନ ନେଇଥିବା ଗଧିଆକୁ ଶେଷରେ କାବୁ କରିଛି ବନ ବିଭାଗ। ଉତ୍ତରପ୍ରଦେଶ ବାହରିଚରେ ଦୀର୍ଘ ଦିନ ହେବ ଆତଙ୍କ ଖେଳାଇଥିଲା ଏହି ଗଧିଆ। ମଣିଷଙ୍କୁ ଆକ୍ରମଣ କରିବାରୁ ୮ଜଣଙ୍କ ଜୀବନ ଯାଇଛି। ବନ ବିଭାଗ ପକ୍ଷରୁ ଗଧିଆକୁ ଟ୍ରାଙ୍କୁଲାଇଜ କରାଯାଇ କାବୁ କରାଯିବା ପରେ ଜନ୍ତାରେ କଏଦ କରାଯାଇଛି। ଭିଡ଼ିଓରେ ଦେଖନ୍ତୁ ଆତଙ୍କ ଖେଳାଇଥିବା ଗଧିଆ କିପରି କାବୁ ହୋଇଛି।

Comments are closed.