Browsing

Video

ଦେଖନ୍ତୁ ଭିଡିଓ: ଶିମିଳିପାଳରେ ଦେଖାଗଲା ବିରଳ ବାଘ

ସମାଜ ଡିଜିଟାଲ ଡେସ୍କ: ଶିମିଳିପାଳ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ମେଲାନିଷ୍ଟିକ ବାଘ। ପର୍ଯ୍ୟଟକମାନେ ସଫାରିରେ ବୁଲିବା ସମୟରେ ଏହି ବାଘକୁ ଦେଖିଛନ୍ତି। ଏହାର ଏକ ଭିଡିଓ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ…
Read More...

ହ୍ୱାଇଟ୍‌‌ ହାଉସରେ ଦୀପାବଳି ପାଳନ; ବାଇଡେନ କହିଲେ ‘ଏହା ମୋର ନୁହେଁ ଆପଣଙ୍କ ଘର’

ନୂଆଦିଲ୍ଲୀ: ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ ହ୍ୱାଇଟ୍‌‌ ହାଉସରେ ଦୀପାବଳୀ ପର୍ବ ପାଳନ କରିଛନ୍ତି ରାଷ୍ଟ୍ରପତି ଜୋ-ବାଇଡେନ୍‌‌। ଦୀପାବଳି ପର୍ବ ଅବସରରେ ଡେମୋକ୍ରାଟିକ…
Read More...

ହୃଦୟ ବିଦାରକ ଦୃଶ୍ୟ: ସାଙ୍ଗମାନଙ୍କ ସହିତ ବସି କଥା ହେଉଥିଲେ, ଟଳିପଡ଼ିଲେ ଯୁବକ

ସମାଜ ଡିଜିଟାଲ ଡେସ୍କ: ହୃଦଘାତ ଏବେ ସାଧାରଣରେ ପରିଣତ ହେଲାଣି। କମ୍‌ ବୟସର ଯୁବପିଢ଼ି ଏଥିରେ ଅଧିକ ଶିକାର ହେଉଥିବା ଦେଖିବାକୁ ମିଳିଛି। ଏମିତି ଏକ ଦୃଶ୍ୟ ଆସିଛି ମଧ୍ୟପ୍ରଦେଶରୁ। ଏହାର ଭିଡିଓ ଏବେ ସାମାଜିକ…
Read More...

ଦେଖନ୍ତୁ ଭିଡିଓ: BMWରେ ଆସି ଫୁଲକୁଣ୍ଡ ଚୋରି କଲେ ମହିଳା

ସମାଜ ଡିଜିଟାଲ ଡେସ୍କ: ଚଢୁଛନ୍ତି BMW ଭଳି ବିଳାସପୂର୍ଣ୍ଣ କାର। ହେଲେ ନିଶା ହେଉଛି ଚୋରି କରିବା। ତାହା ପୁଣି ଫୁଲକୁଣ୍ଡ। କଥାଟି ଅଡୁଆ ଲାଗୁଥିଲେ ବି ଏଭଳି ଜଣେ ମହିଳାଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ…
Read More...

ଗାଈର ଏଭଳି ସିଙ୍ଘ ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକ; ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଗାଈର ଏଭଳି ସିଙ୍ଘ ଆପଣ କେବେ ଦେଖିଛନ୍ତି କି। କୁରି ଗାଈର ସିଙ୍ଘ ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସାଧାରଣରେ ଆମ ଦେଶରେ ଗୋରୁଙ୍କ ସିଙ୍ଘ ଦେଖିବାକୁ ଲମ୍ବା ଏବଂ ପତଳା ହୋଇଥାଏ।…
Read More...

ବାତ୍ୟାର ଆଖି ହେବ ନାହିଁ; ୫ରୁ ୬ଘଣ୍ଟା ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ…
Read More...

ବାତ୍ୟା ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ବାର୍ତ୍ତା

ସମାଜ ଡିଜିଟାଲ ଡେସ୍କ: ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ବାତ୍ୟା ନେଇ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାତ୍ୟା କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ…
Read More...

ମାଡି ଆସୁଛି ବାତ୍ୟା ‘ଦାନା’: ଲୋକଙ୍କୁ ଚାଲିଛି ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲା ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଏଠାକାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି…
Read More...

ପାରାଦ୍ୱୀପଠାରୁ ୨୬୦ କି.ମି ଦୂରରେ ‘ଦାନା’: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଡ଼ିବ ପ୍ରଭାବ

ସମାଜ ଡିଜିଟାଲ ଡେସ୍କ: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କି.ମି ଦୂରରେ ଥିବାବେଳେ ଧାମରାଠାରୁ ୨୯୦ କି.ମି…
Read More...

ଅନ୍ଧାର ରାତିରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ତଦାରଖ କଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ମାଡି ଆସୁଛି। ୨୪ ତାରିଖ ରାତିରୁ ୨୫ତାରିଖ ସକାଳେ ଏହା ପ୍ରଳୟ ରଚିବ। ତେବେ ବାତ୍ୟା ପାଇଁ ସରକାର ସଜାଗ ରହିବା ସହ ମନ୍ତ୍ରୀମାନଙ୍କୁ…
Read More...