ସମାଜ ଡିଜିଟାଲ ଡେସ୍କ: ପାଣି ଭିତରୁ ୮ଫୁଟ ଲମ୍ବାର କୁମ୍ଭୀରକୁ ଟାଣି ଆଣିଲା କଲରା ବାଘ । ଜଙ୍ଗଲର ରାଜା ବାଘ ପାଖରେ ଅସହାୟ ହୋଇପଡିଥିଲା କୁମ୍ଭୀରଟି । ଏହି ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହୋଇଛି । ଦେଖନ୍ତୁ କୁମ୍ଭୀରକୁ କେମିତି ଶିକାର କରିଲା ବାଘ ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!