Browsing

Video

ବାତ୍ୟାର ଆଖି ହେବ ନାହିଁ; ୫ରୁ ୬ଘଣ୍ଟା ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ଦାନା’କୁ ନେଇ ବଡ ଅପଡେଟ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ବାତ୍ୟା ଦାନାର ଲ୍ୟାଣ୍ଡଫଲ…
Read More...

ବାତ୍ୟା ପାଇଁ ଭୟଭୀତ ନହେବାକୁ ବାଲୁକା କଳାରେ ବାର୍ତ୍ତା

ସମାଜ ଡିଜିଟାଲ ଡେସ୍କ: ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ବାତ୍ୟା ନେଇ ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାତ୍ୟା କୌଣସି ପରିସ୍ଥିତିରେ ଭୟଭୀତ ନହୋଇ ସୁରକ୍ଷିତ ରହିବାକୁ…
Read More...

ମାଡି ଆସୁଛି ବାତ୍ୟା ‘ଦାନା’: ଲୋକଙ୍କୁ ଚାଲିଛି ସ୍ଥାନାନ୍ତର

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲା ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଏଠାକାର ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛି…
Read More...

ପାରାଦ୍ୱୀପଠାରୁ ୨୬୦ କି.ମି ଦୂରରେ ‘ଦାନା’: ସ୍ଥଳଭାଗ ଛୁଇଁବା ପୂର୍ବରୁ ପଡ଼ିବ ପ୍ରଭାବ

ସମାଜ ଡିଜିଟାଲ ଡେସ୍କ: ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ‘ଦାନା’। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ପାରାଦ୍ୱୀପଠାରୁ ଦକ୍ଷିଣ ପୂର୍ବ ଦିଗରେ ୨୬୦ କି.ମି ଦୂରରେ ଥିବାବେଳେ ଧାମରାଠାରୁ ୨୯୦ କି.ମି…
Read More...

ଅନ୍ଧାର ରାତିରେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ତଦାରଖ କଲେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ମାଡି ଆସୁଛି। ୨୪ ତାରିଖ ରାତିରୁ ୨୫ତାରିଖ ସକାଳେ ଏହା ପ୍ରଳୟ ରଚିବ। ତେବେ ବାତ୍ୟା ପାଇଁ ସରକାର ସଜାଗ ରହିବା ସହ ମନ୍ତ୍ରୀମାନଙ୍କୁ…
Read More...

ଆସୁଛି ‘ଦାନା’: ପ୍ରବଳ ବର୍ଷିବ, ୧୨୦ କିମି ବେଗରେ ପବନ ବହିବ

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ୨୩ ତାରିଖରେ ବାତ୍ୟା ହେବ। ଏହା ଏକପ୍ରକାର ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆସନ୍ତାକାଲି ଅର୍ଥାତ ସୋମବାର ଏହା…
Read More...

କାମୁଡି ଥିବା ସାପକୁ ଧରି ହସ୍ପିଟାଲରେ ପହଞ୍ଚିଲେ ବ୍ୟକ୍ତି

ସମାଜ ଡିଜିଟାଲ ଡେସ୍କ: ବିହାର ଭାଗଲପୁରରେ ଜଣେ ବ୍ୟକ୍ତିଙ୍କୁ ସାପ କାମୁଡି ଦେଇଥିଲା। ଏହାପରେ ବ୍ୟକ୍ତି ଜଣଙ୍କ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଥିଲେ। ମେଡିକାଲରେ ବ୍ୟକ୍ତି ଜଣଙ୍କ ସାପକୁ ବେକରେ ପକାଇ ପହଞ୍ଚିବା ବେଳେ…
Read More...

ଏମିତି ବିବାହ କେବେ ଦେଖିନଥିବେ; ଯୌତୁକ ରାଶି ୧୦ଲକ୍ଷ ଶୁଣି କାନ୍ଦି ପକାଇଲେ ବର, ତା’ପରେ ଯାହା ହେଲା ….

ସମାଜ ଡିଜିଟାଲ ଡେସ୍କ: ସେ ଯେଉଁ ଧର୍ମ ଓ ସମାଜ ହେଉନା କାହିଁକି ବିବାହ ପ୍ରତ୍ୟେକ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଯେ କୌଣସି ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଖୁସିର ମୁହୂର୍ତ୍ତ। କାରଣ…
Read More...

ପାହାଡ ମଝିରେ ଫଶିଥିଲା ହାତୀ ! ଏମିତି ହେଲା ଉଦ୍ଧାର, ଭିଡ଼ିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ପାହାଡ ମଝିରେ ଫଶି ଯାଇଥିଲା ହାତୀ। କେମିତି ସେଠାରୁ ମୁକୁଳିବ କିଛି ଜାଣିପାରୁନଥିଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓଟିକୁ ଭଲ ଭାବରେ ଦେଖନ୍ତୁ। କିଭଳି ହାତୀଟି ପାହାଡ ମଝିରେ…
Read More...

ଦେଖନ୍ତୁ ଭିଡ଼ିଓ; ଅଚାନକ ଘରେ ପଶିଗଲା କୁମ୍ଭୀର, ଆଉ ତା’ପରେ…

ସମାଜ ଡିଜିଟାଲ ଡେସ୍କ: ରାତିରେ ଅଚାନକ ଘରେ ପଶିଗଲା ବିରାଟ କୁମ୍ଭୀର। ଘରେ ଖଟିଆରେ ଶୋଇଥିବା ମହିଳା ଜଣଙ୍କ କୁମ୍ଭୀରକୁ ଦେଖି ଚିତ୍କାର କରିବାକୁ ଲାଗିଲେ। ଉତ୍ତରପ୍ରଦେଶର ବହରାଇଚ୍‌‌ ଜିଲାରୁ ଆସିଛି ଏଭଳି ଭିଡ଼ିଓ।…
Read More...