www.samajalive.in
Sunday, December 14, 2025
19.1 C
Bhubaneswar

ରିଲ୍ସ ନିଶା; ଜଳପ୍ରପାତରେ ଖସିଗଲା ଯୁବକଙ୍କ ଗୋଡ, ତା’ପରେ. . .

ସମାଜ ଡିଜିଟାଲ ଡେସ୍କ: ରିଲ୍ସ କରିବାରେ ବର୍ତ୍ତମାନର ଯୁବପୀଢି ଏତେ ବ୍ୟସ୍ତ ଯେ କୌଣସି ସ୍ଥାନ, କାଳ ଦେଖୁନାହାଁନ୍ତି । ରିଲ୍ସ କରିବା ବେଳେ ଜଣେ ଯୁବକ ଜଳପ୍ରପାତରେ ଏଭଳି ନିଶାରେ ଛିଡା ହୋଇଥିଲେ ଯେ ପାଣିର ପ୍ରଖର ସ୍ରୋତ ପ୍ରତି ତାଙ୍କର ନିଘା ନଥିଲା । ଯାହା ତାଙ୍କୁ ମହଙ୍ଗା ପଡିଛି । ଇନଷ୍ଟାଗ୍ରାମରେ ରିଲ୍ସ କରୁଥିବା ବେଳେ ଜଳପ୍ରପାତରେ ଜଣେ୨୩ ବର୍ଷୀୟ ଯୁବକ ଖସିପଡିଥିଲେ । କର୍ଣ୍ଣାଟକର ଉଡୁପିରେ ଦୁର୍ଭାଗ୍ୟବଶତଃ ଖସିପଡି ବୁଡି ଯାଇଥିଲେ ଶରତ କୁମାର । ଏହି ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ଏଠାରେ କହି ରଖୁଛୁ ରିଲ୍‍ ତିଆରି କରନ୍ତୁ, ହେଲେ ଏଭଳି ସ୍ଥାନରେ ଦୟାକରି ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଜରୁରୀ ।

- Advertisement -

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories