www.samajalive.in
Saturday, December 6, 2025
14.1 C
Bhubaneswar

ଖୁବ୍‌ ଶୀଘ୍ର ଧନଶକ୍ତି ରାଜଯୋଗ ; ଏହି ୩ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି, ଜମି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ମଙ୍ଗଳଙ୍କ ରାଶି ମେଷ ରାଶିରେ ଚଳନ କରି ସାରିଛନ୍ତି । ଫଳରେ ଧନଶକ୍ତି ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ । ଶକ୍ତିଶାଳୀ ଧନଶକ୍ତି ରାଜଯୋଗ ଫଳରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଏହି ଯୋଗ ଫଳରେ କର୍ମକ୍ଷେତ୍ର, ବ୍ୟବସାୟରେ ଲାଭ ମିଳିବା ସହ ହଠାତ୍‌ ଧନ ପ୍ରାପ୍ତି ହେବ ।

ମିଥୁନ- ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ପରିଶ୍ରମର ଫଳ ମିଳିବ । ସମସ୍ତ ଇଚ୍ଛା ପୂରଣ ହେବ । ଚାକିରିରେ ବଡ ସଫଳତା ମିଳିବ । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ହଠାତ୍‌ ଧନ ଲାଭ ହେବ । ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ ।

- Advertisement -

କର୍କଟ- ଲକ୍ଷ୍ୟ ପ୍ରାପ୍ତି ହେବ । ପରିଶ୍ରମର ଫଳ ମିଳିବ । ଧନ ସମ୍ପତ୍ତି ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହେବ । ନୂଆ ନୂଆ ସୁଯୋଗ ମିଳିବ । ମାନସମ୍ମାନ ବୃଦ୍ଧି ହେବ ।

ବିଛା- ଏହି ରାଶିଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ବ୍ୟବସାୟରେ ହଠାତ୍‌ ବୃଦ୍ଧି ହେବ । ଭୂମି, ଯାନ, ଘର କିଣିବାର ଯୋଗ ରହିଛି । ଶୁଭ ଖବର ମିଳିବ । ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଯିବ । ମନ ଖୁସି ରହିବ ।

କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ସହ ଆଶ୍ୱସ୍ତି ଆଣିଲା ଜିଓ, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories