କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ସହ ଆଶ୍ୱସ୍ତି ଆଣିଲା ଜିଓ, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ : ସାରା ଦେଶରେ ପ୍ରାୟ ୪୮ କୋଟି ଗ୍ରାହକ ଜିଓ ବ୍ୟବହାର କରନ୍ତି । ନିଜ କୋଟି କୋଟି ଉପଭୋକ୍ତାଙ୍କ ସୁବିଧା ପାଇଁ କମ୍ପାନୀ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ ଲଞ୍ଚ କରିଥାଏ । ଜିଓର ରିଚାର୍ଜ ତାଲିକାରେ ଏପରି ଏକ ପ୍ଲାନ୍‌ ରଖିଛି, ଯାହା ୩୬୫ ଦିନ ପାଇଁ ଓ ଗ୍ରାହକଙ୍କ ଚିନ୍ତା ଦୂର କରିଛି । ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ମାତ୍ରେ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ପ୍ଲାନ୍‌ର ଚାହିଦା … Continue reading କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ସହ ଆଶ୍ୱସ୍ତି ଆଣିଲା ଜିଓ, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌