www.samajalive.in
Sunday, December 7, 2025
26.1 C
Bhubaneswar

କୋଟି କୋଟି ଗ୍ରାହକଙ୍କ ପାଇଁ ଖୁସି ସହ ଆଶ୍ୱସ୍ତି ଆଣିଲା ଜିଓ, ବର୍ଷକ ପାଇଁ ଆଣିଲା ସବୁଠାରୁ ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ : ସାରା ଦେଶରେ ପ୍ରାୟ ୪୮ କୋଟି ଗ୍ରାହକ ଜିଓ ବ୍ୟବହାର କରନ୍ତି । ନିଜ କୋଟି କୋଟି ଉପଭୋକ୍ତାଙ୍କ ସୁବିଧା ପାଇଁ କମ୍ପାନୀ ବିଭିନ୍ନ ପ୍ରକାର ରିଚାର୍ଜ ପ୍ଲାନ୍‌ ଲଞ୍ଚ କରିଥାଏ । ଜିଓର ରିଚାର୍ଜ ତାଲିକାରେ ଏପରି ଏକ ପ୍ଲାନ୍‌ ରଖିଛି, ଯାହା ୩୬୫ ଦିନ ପାଇଁ ଓ ଗ୍ରାହକଙ୍କ ଚିନ୍ତା ଦୂର କରିଛି ।

ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ମାତ୍ରେ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ପ୍ଲାନ୍‌ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ଜିଓ ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଲିକାରେ ଦୀର୍ଘ ଦିନର ରିଚାର୍ଜ ପ୍ଲାନ୍‌ ବୃଦ୍ଧି କରିଛି। ଏବେ ଗୋଟିଏ ପ୍ଲାନ୍‌ରେ ବ୍ୟବହାର କରି ପାରିବେ। ଆଉ ବାରମ୍ବାର ରିଚାର୍ଜ କରିବାକୁ ପଡିବ ନାହିଁ ।

- Advertisement -

ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ୩୬୫ ଦିନର ବୈଧତା ମିଳିବ। ଏହାର ଦାମ୍‌ ୩୫୯୯ ଟଙ୍କା। ଏହି ରିଚାର୍ଜ ପ୍ଲାନ୍‌ରେ ୩୬୫ ଦିନ ପର୍ଯ୍ୟନ୍ତ ସମସ୍ତ ନେଟୱାର୍କରେ ଅସୀମିତ କଲିଙ୍ଗ ଅଫର୍‌ ରହିଛି। ଏହାସହ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ।

ଦୀର୍ଘ ବର୍ଷ ପରେ ମହାଶକ୍ତିଶାଳୀ ଯୋଗ: ଏକାଠି ହେବେ ସୂର୍ଯ୍ୟ-ଶନି, ଏହି ରାଶିଙ୍କୁ କରିବେ ମାଲାମାଲ୍‌, ମିଳିବ ବଡ ସଫଳତା

ଏହି ପ୍ଲାନ୍‌ରେ ୯୧୨ ଜିବିରୁ ଅଧିକ ଡାଟା ମିଳିବ। ଦୈନିକ ୨.୫ ଜିବି ଡାଟା ବ୍ୟବହାର କରି ପାରିବେ। କମ୍ପାନୀ ଅସୀମିତ ୫ଜି ଡାଟା ମଧ୍ୟ ଦେଉଛି।

ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର

ରିଲାଏନ୍ସ ଜିଓ ଏହି ଯୋଜନାରେ କୋଟି କୋଟି ଉପଭୋକ୍ତାଙ୍କୁ କିଛି ଅତିରିକ୍ତ ଲାଭ ମଧ୍ୟ ଦେଉଛି। ଏହି ଯୋଜନାରେ ଆପଣଙ୍କୁ ୯୦ ଦିନ ପାଇଁ ଜିଓ ହଟଷ୍ଟାରର ମାଗଣା ସବସ୍କ୍ରିପସନ ଦିଆଯାଉଛି। ଏହା ବ୍ୟତୀତ, କମ୍ପାନୀ ଟିଭି ଚ୍ୟାନେଲ ପାଇଁ ଜିଓ ଟିଭିର ମାଗଣା ସବସ୍କ୍ରିପସନ ମଧ୍ୟ ଦେଉଛି। ଏହି ଯୋଜନାରେ, ଗ୍ରାହକମାନଙ୍କୁ ୫୦ ଜିବି ଜିଓ ଏଆଇ କ୍ଲାଉଡର ମାଗଣା ସବସ୍କ୍ରିପସନ ମଧ୍ୟ ମିଳିବ।

ଇରାନ୍‌-ଇସ୍ରାଏଲ ଯୁଦ୍ଧ ; ଇସ୍ରାଏଲ୍‌କୁ କ୍ଷମା କରାଯିବା ନାହିଁ- ଖାମନେଇ

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories