ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁ ଆକ୍ରମଣ କରିବାର ଭିଡିଓ ସାମ୍ନାକୁ ଆସିଥାଏ । ନିକଟରେ ସାମ୍ନାକୁ ଆସିଥିବା ଏକ ଖବର ଓ ଭିଡିଓ ସଭିଁଙ୍କୁ ଭୟଭୀତ କରିଛି । ଭିଡିଓଟି ଉତ୍ତରପ୍ରଦେଶର ଗୋଣ୍ଡାରେ ବୋଲି ଜଣାପଡିଛି । ଏଠାରେ ଘାଘରା ନଦୀରେ ମଇଁଷିମାନଙ୍କୁ ଗାଧୋଇବା ସମୟରେ ଏକ ୧୩ ବର୍ଷୀୟ ନାବାଳକକୁ କୁମ୍ଭୀର ଟାଣି ନେଇଛି । ନାବାଳକ ନାଁ ରାଜା ବାବୁ ବୋଲି ଜଣାପଡିଛି । In Gonda, UP, a … Continue reading ଦେଖନ୍ତୁ ଛାତିଥରା ଭିଡିଓ; ନଦୀରେ ନାବାଳକକୁ ଟାଣି ନେଲା କୁମ୍ଭୀର