www.samajalive.in
Sunday, December 7, 2025
26.1 C
Bhubaneswar

୪୭ ଡିଗ୍ରୀ ତାପମାତ୍ରାକୁ ବି ମାତ୍ ଦେବ ଏହି ଫ୍ୟାନ୍, ପାଣି ସହିତ ଜୋରରେ ବହିବ ପବନ

ନୂଆଦିଲ୍ଲୀ : ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ସମସ୍ତେ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି । କିନ୍ତୁ ବେଳେବେଳେ ତାପମାତ୍ରା ଅଧିକ ଥିବାରୁ ଏସି ମଧ୍ୟ କାମ କରିନଥାଏ । ତେବେ ଏଭଳି କ୍ଷେତ୍ରରେ ଆପଣଙ୍କ ପାଖରେ ସ୍ପ୍ରିଙ୍କଲର ଫ୍ୟାନର ବିକଳ୍ପ ରହିଛି । ଯଦି ଆପଣ ଏସି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି ତେବେ ଆପଣ ଏହାକୁ ବ୍ୟବହାର କରି ଗରମରୁ ରକ୍ଷା ପାଇପାରିବେ ।

ଆପଣ ଏହି ଫ୍ୟାନକୁ ବ୍ୟବହାର କରି ଗରମରୁ ରକ୍ଷା ପାଇପାରିବେ । ଓ୍ବାଟର ସ୍ପ୍ରିଙ୍କଲର ପବନ ସହ ପାଣିକୁ ମିଶାଇ ଆପଣଙ୍କୁ ଥଣ୍ଡା ପବନ ଦେଇଥାଏ । ଆପଣ ବିବାହ ବା କୌଣସି କାର୍ଯ୍ୟକ୍ରମରେ ଏଭଳି ଫ୍ୟାନ୍ ଦେଖିଥିବେ । ଏହା ଏକ ପାଓ୍ବରଫୁଲ୍ କୁଲିଂ ଫ୍ୟାନ୍ । ଏହା ପବନ ସହ ପାଣି ଛିଞ୍ଚି ଗରମରୁ ରକ୍ଷା ଦେଇଥାଏ । ଫ୍ୟାନକୁ ପାଣି ଟ୍ୟାପ୍ ସହ କନେକ୍ଟ କରାଯାଇଥାଏ । ଫ୍ୟାନରେ ଛୋଟ ଛୋଟ ଛିଦ୍ର ଥାଏ । ପାଣି ଟ୍ୟାପ୍ ଚାଲୁ କରିବା ପରେ ଫ୍ୟାନ୍ ଅନ୍ କଲେ ଏଥିରୁ ପାଣି ସହିତ ପ୍ରବଳ ଜୋରରେ ପବନ ବାହାରିଥାଏ ।  ଖାସ୍ କଥା ହେଉଛି କି ଆପଣ ଏହାକୁ ନିଜ ଅନୁସାରେ ଆଡଜଷ୍ଟ କରିପାରିବେ ।

- Advertisement -

ଏହା ଆମାଜନରେ ମିଳୁଛି ଏବଂ ଆପଣ ଏହାକୁ HAVAI Mist Fan ନାଁରେ କିଣିପାରିବେ । ଏହାର ଦାମ୍ ଯଦିଓ ୨୪,୯୯୦ ଟଙ୍କା କିନ୍ତୁ ଆପଣ ଏହାକୁ ୧୬,୯୯୦ ଟଙ୍କାରେ କିଣିପାରିବେ । ଏହା ରହିବା ପାଇଁ କମ୍ ସ୍ଥାନ ଦରକାର ପଡିଥାଏ ଏବଂ ଆପଣ ଏହାକୁ କେଉଁଠି ବି ନେବା ଆଣିବା କରିପାରିବେ ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories