www.samajalive.in
Sunday, December 7, 2025
26.1 C
Bhubaneswar

ସାଢେ ୮ଟା ସୁଦ୍ଧା ୩୫ଟପିଲା ତାପମାତ୍ରା

ଭୁବନେଶ୍ୱର: ସକାଳୁ ସକାଳୁ ଅସହ୍ୟ ତାତି ଅନୁଭୂତ ହେଉଛି। ସକାଳ ସାଢେ ୮ଟା ସୁଦ୍ଧା ୩୫ଡିଗ୍ରୀ ଟପିଛି ପାରଦ। ବାଲେଶ୍ୱରରେ ୩୫.୨ଡିଗ୍ରୀ ସହ ସବୁଠୁ ଉତପ୍ତ ସହର ପାଲଟିଛି।

ଗୋପାଳପୁର- ୩୨.୬ ଡିଗ୍ରୀ
ପୁରୀ- ୩୨.୬ ଡିଗ୍ରୀ
କଟକ- ୩୨.୨ ଡିଗ୍ରୀ
ଭୁବନେଶ୍ୱର- ୩୩.୨ ଡିଗ୍ରୀ
ପାରାଦୀପ- ୩୩.୪ ଡିଗ୍ରୀ
ଚାନ୍ଦବାଲି- ୩୩. ୪ ଡିଗ୍ରୀ
ଭବାନୀପାଟଣା- ୩୩.୦ ଡିଗ୍ରୀ

- Advertisement -

୯ ଜିଲ୍ଲାରେ ଖରା ସହ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହିତ ଦକ୍ଷିଣ – ପଶ୍ଚିମ ଓଡିଶାର ୧୫ ଜିଲ୍ଲାରେ ବିଜୁଳି ସହ ଘଡଘଡି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories