ଦୁର୍ଘଟଣା: ଝିଅ ମୃତ, ବାପା ମୃତ
ଜଳେଶ୍ବର: ଟ୍ରାକ୍କର ଧକ୍କାରେ ୬ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାପା ସହ ବାଇକରେ ଟ୍ୟୁସନରୁ ଫେରୁଥିବାବେଳେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାପା ଆହତ ହୋଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ଜଣାପଡ଼ିଛି।

Comments are closed.