mission shakti banner

ସନ୍ଧ୍ୟା ୬ଟା ମୁଖ୍ୟ ଖବର

BSKY banner  750×100

ପୁରୀରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ଓରଫ ସନ୍ତୋଷ କୁମାର ବାରିକ ପୁଲିସ ଏନକାଉଣ୍ଟରରେ ଆହତ..

ମୋହନ ଯାଦବ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ.. ରାଜେଶ ଶୁକ୍ଳା ଓ ଜଗଦୀଶ ଦେଓଡ଼ା ହେବେ ଉପମୁଖ୍ୟମନ୍ତ୍ରୀ..

ପ୍ରାଣ ନେଲା ମହୁମାଛି.. ଚାଲିଗଲା ଦୁଇ ନିରୀହ ଜୀବନ.. କାମାକ୍ଷାନଗର ଥାନା କାଦୁଆ ଗାଁରେ ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ..

ସାଂସଦ ପଦ ରଦ୍ଦ ପ୍ରସଙ୍ଗ.. ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହୁଆ ମୈତ୍ର..

ସାମ୍ବାଦିକ ଅମୂଲ୍ୟ କୁମାର ହୋତାଙ୍କ ପରଲୋକ .. ଦୈନିକ ଖବର କାଗଜ ‘ସମାଜ’ରେ କାର୍ଯ୍ୟରତ ଥିଲେ..

ରାୟଗଡା : ଦାଦନ ଖଟିବାକୁ ଯାଇଥିବା ୨ ନାବାଳକ ଭାଇ ମୃତ..

ଜମ୍ମୁକାଶ୍ମୀରର ସ୍ୱତନ୍ତ୍ର ଧାରା ‘୩୭୦’ଉଚ୍ଛେଦ ମାମଲା.. ସୁପ୍ରିମକୋର୍ଟଙ୍କ ବଡ ରାୟ.. ଧାରା ୩୭୦ ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ..

ଭୁବନେଶ୍ୱର : ଶୀତ ଚାଦରରେ ସାରା ରାଜ୍ୟ.. ୧୦ ଡିଗ୍ରୀ ତଳକୁ ଖସିଲା ରାଜ୍ୟର ରାତି ତାପମାତ୍ରା..

ପାରାଦୀପ ସମୁଦ୍ରରୁ ମିଳିଲା ବିରଳ ମୂଲ୍ୟବାନ ତେଲିଆ ମାଛ.. ମୋଟ୍‌‌ ୧୭ଟି ମାଛ ମିଳିଲା, ଓଜନ ୩ କ୍ୱିଣ୍ଟାଲରୁ ଅଧିକ ହେବ..

କୃଷ୍ଣପ୍ରସାଦ : ଜମି ବାଡି ବିବାଦରୁ ବାପାପୁଅଙ୍କୁ ଏସିଡ୍‌‌ ମାଡ..

ଗ୍ୟାସ୍‌‌ କଟରରେ କାଟି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌‌ରୁ ୧୫ ଲକ୍ଷ ଲୁଟ୍‌‌..

ଆସିକା : ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା ଛାତ୍ରୀ..

ଛତିଶଗଡ : ସୁକ୍‌‌ମାରେ ଆଇଇଡି ବିସ୍ଫୋରଣ.. ୨ ଯବାନ ଗୁରୁତର..

 

Comments are closed.