ସିନ୍ଦୁର ଆଣିଥାଏ ସୌଭାଗ୍ୟ – ଜାଣନ୍ତୁ ମହତ୍ତ୍ୱ

ସୌଭାଗ୍ୟବତୀ ନାରୀଙ୍କ ପାଇଁ ସିନ୍ଦୂରର ମହତ୍ତ୍ବ

ବିବାହିତ ନାରୀମାନଙ୍କ ପାଇଁ ଶଙ୍ଖା ଓ ସିନ୍ଦୂର ବିଶେଷ ମହତ୍ତ୍ୱ ରଖିଥାଏ। ସିନ୍ଦୂରର ଅନେକ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି। ବିଶେଷ କରି ମଥାରେ ସିନ୍ଦୂର ଲଗାଇବା ବେଳେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ଉଚିତ। ଶାସ୍ତ୍ର ଅନୁସାରେ ଠିକ ରୂପେ ସିନ୍ଦୂର ନ ଲଗାଇବା ଦ୍ୱାରା ସ୍ୱାମୀଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ। ସିନ୍ଦୂର ପିନ୍ଧିବା ଦ୍ୱାରା ଜଣେ ନାରୀ ଅଖଣ୍ଡ ସୌଭାଗ୍ୟବତୀ ହୋଇଥାଏ।

ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବା ସହ ସ୍ୱାମୀଙ୍କ ଆୟୂଷ ବୃଦ୍ଧି ହୋଇଥାଏ। ସ୍ୱାମୀଙ୍କ ରୋଜଗାରରେ ମଧ୍ୟ ବୃଦ୍ଧି ହୋଇଥାଏ।

ବିଭିନ୍ନ ଆଙ୍ଗୁଠିରେ ସିନ୍ଦୂର ଲଗାଇବା ବିଭିନ୍ନ ଫଳ ପ୍ରାପ୍ତି ହୋଇଥାଏ। ସିନ୍ଦୂର ସର୍ବଦା ମଥାର ମଧ୍ୟ ଭାଗରେ ଲଗାଇବା ଉଚିତ।

prayash
ALSO REAdମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ପଞ୍ଚାମୃତ ଓ ମହୁରେ

ସିନ୍ଦୂର ଲଗାଇବା ବେଳେ ପଶ୍ଚିମ ଦିଗକୁ ମୁହଁ କରି ଅନାମିକା ଆଙ୍ଗୁଠିରେ ଲଗାଇବା ଦ୍ୱାରା ଅର୍ଥ ଓ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।

Also read ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ଘରେ ସୁଖଶାନ୍ତି ସର୍ବଦା ରହିଥାଏ

ସିନ୍ଦୂର ଲଗାଇବା ବେଳେ ଉତ୍ତର ଦିଗକୁ ମୁହଁ କରି ତର୍ଜନୀ ଆଙ୍ଗୁଠିରେ ଲଗାଇବା ଦ୍ୱାରା ଜ୍ଞାନ ବୃଦ୍ଧି ହୋଇଥାଏ।
ପୂର୍ବ ଦିଗକୁ ମୁହଁ କରି ମଧ୍ୟମା ଆଙ୍ଗୁଠିରେ ସିନ୍ଦୂର ଲଗାଇବା ଦ୍ୱାରା ଐଶ୍ୱର‌୍ୟ୍ୟ ପ୍ରାପ୍ତି ହୋଇଥାଏ।

Comments are closed.