www.samajalive.in
Saturday, December 6, 2025
23.1 C
Bhubaneswar

ମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଭୁ ଶିବଶଙ୍କରଙ୍କୁ ପଞ୍ଚାମୃତ ଓ ମହୁରେ ଅଭିଷେକ କରାନ୍ତୁ

ସୋମବାର ଦିନ ଭଗବାନ ଶିବଶଙ୍କରଙ୍କୁ ସମର୍ପିତ। ଏହି ଦିନ ଭଗବାନ ଭୋଳାନାଥଙ୍କୁ କିଛି ସ୍ୱତନ୍ତ୍ର ଉପାୟରେ ପୂଜା କଲେ ଅନେକ ସମସ୍ୟା ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ। ତେବେ ଜୀବନରେ ଥିବା ସମସ୍ୟାର ସମାଧାନ ତଥା ବିଶେଷ କୃପା ପାଇଁ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ।
ମୁଣ୍ଡବ୍ୟଥା, ଚକ୍ଷୁ ରୋଗ, ହାଡ଼ ଜନିତ ସମସ୍ୟା ଆଦିରୁ ମୁକ୍ତି ପାଇବା ପାଇଁ ଅରଖ ବୃକ୍ଷର ଫୁଲ, ପତ୍ର, ବେଲପତ୍ରରେ ପ୍ରଭୁଙ୍କୁ ପୂଜା କରନ୍ତୁ।
–  ଖିରରେ କଳାରାଶି ମିଶାଇ ପ୍ରଭୁଙ୍କ ରୁଦ୍ରାଭିଷେକ କରନ୍ତୁ। ଏଭଳି କରିବା ଦ୍ୱାରା ଚନ୍ଦ୍ରମାଙ୍କ ସମ୍ବନ୍ଧୀତ ବିଭିନ୍ନ ରୋଗ ଯେପରି କାଶ, ଥଣ୍ଡା, ମାନସିକ ଦୁଶ୍ଚିନ୍ତା, ରକ୍ତଚାପରୁ ମୁକ୍ତି ମିଳେ।
– ମଙ୍ଗଳଗ୍ରହ ଜାତକରେ ଦୁର୍ବଳ ହେବା ଦ୍ୱାରା ରକ୍ତ ସହ ଜଡ଼ିତ ବିଭିନ୍ନ ରୋଗ ହୋଇପାରେ। ତେବେ ବିଭିନ୍ନ ଜଡ଼ିବୁଟୀର ରସରେ ପ୍ରଭୁଙ୍କୁ ଅଭିଷେକ କରନ୍ତୁ।

ସୋମବାର ରାଶିଫଳ (୧୧.୦୯.୨୦୨୩)

ବୁଧ ଗ୍ରହ ଦୁର୍ବଳ ହେବା ଦ୍ୱାରା ଚର୍ମ ରୋଗ, ଆଣ୍ଠୁଗଣ୍ଠି ଜନିତ ସମସ୍ୟା, ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଜଡ଼ିବୁଟୀରେ ଅଭିଷେକ କରାନ୍ତୁ।
– ପ୍ରଭୁଙ୍କ ନିକଟରେ ହଳଦୀ ମିଶ୍ରିତ ଖିରରେ ଅଭିଷେକ କରିବା ଦ୍ୱାରା ବୃହସ୍ପତିଙ୍କ ପ୍ରଭାବରୁ ସୃଷ୍ଟି ହେଉଥିବା ରୋଗରୁ ମୁକ୍ତି ମିଳେ।
– ଶାରିରୀକ ତଥା ମାନସିକ ରୋଗରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ପଞ୍ଚାମୃତ ଓ ମହୁରେ ଅଭିଷେକ କରାନ୍ତୁ।
– ମାଂସପେଶୀ ଜନିତ ଯନ୍ତ୍ରଣାରୁ ମୁକ୍ତି ପାଇଁ ପ୍ରଭୁଙ୍କୁ ଆଖୁରସ ଓ ଦହିରେ ଅଭିଷେକ କରାନ୍ତୁ।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories