www.samajalive.in
Tuesday, December 9, 2025
16.1 C
Bhubaneswar

ଫେସ୍‌ବୁକ୍‌(ମେଟା)ର ଆସୁଛି ଏଆଇ ଏବଂ ଚାଟ୍‌ବୋଟ୍‌ ଅନ୍ୟମାନଙ୍କ ଠାରୁ ଏହିପରି ଅଲଗା

ନୂଆଦିଲ୍ଲୀ – ଫେସ୍‌ବୁକ୍‌ର ମୁଖ୍ୟ କମ୍ପାନୀ ମେଟା ଖୁବ ଶୀଘ୍ର ନିଜର ଏଆଇ ଏବଂ ଚାଟ୍‌ ବୋଟ୍‌ର ଶୁଭାରମ୍ଭ କରିବ । ଏହା ଅନ୍ୟମାନଙ୍କ ଠାରୁ ବେଶ୍‌ ଅଲଗା ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଚାଟ୍‌ବୋଟ୍‌ ମଣିଷ ପରି ଏହାର ବ୍ୟବହାରକାରୀଙ୍କ ସହ ଭାବର ଆଦାନପ୍ରଦାନ କରିବ ବୋଲି ମେଟା ପକ୍ଷରୁ କୁହାଯାଇଛି । ଆସନ୍ତା ମାସରେ ଏହାକୁ ଶୁଭାରମ୍ଭ କରାଯିବ । ଫେସ୍‌ବୁକ୍‌ ଏବଂ ଇନଷ୍ଟାଗ୍ରାମରେ ଏହା ଉପଲବ୍ଧ ହେବ ।

- Advertisement -

ବିଭିନ୍ନ ବିଷୟରେ ଏହା ବ୍ୟବହାରକାରୀଙ୍କୁ ପରାମର୍ଶ ମଧ୍ୟ ଦେଇପାରିବ । ଆପଣ ଯଦି କୌଣସି ସ୍ଥାନକୁ ଭ୍ରମଣ କରିବା ପାଇଁ ଚାହୁଁଛନ୍ତି , ସେ ବିଷୟରେ ପରାମର୍ଶ ନେଇପାରିବେ ।

କେବଳ ମେଟା ନୁହେଁ ପୂର୍ବରୁ ସ୍ନାପଚାଟ୍‌ ଏହାର ବ୍ୟବହାରକାରୀଙ୍କ ପାଇଁ ଚାଟ୍‌ବୋଟ୍‌ ଆରମ୍ଭ କରିଛି । ଏହାର ନାମ ମାୟି ଏଆଇ ରଖାଯାଇଛି । ତେବେ ଅନେକ ବ୍ୟବହାରକାରୀ ଏହାକୁ ପସନ୍ଦ କରୁନାହାନ୍ତି ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories