www.samajalive.in
Sunday, December 7, 2025
26.1 C
Bhubaneswar

ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍‌ – ଭାରତରେ ଏହି ରାଜ୍ୟରେ ନୂଆ ନିୟମ

ନୂଆଦିଲ୍ଲୀ – ଅବିବାହିତ ରହିଲେ ପେନସନ୍‌ ମିଳିବ । ହରିୟାଣା ଅବିବାହିତ ରହିଥିବା ୪୫-୬୦ ବର୍ଷିୟ ମହିଳା ଏବଂ ପୁରୁଷମାନଙ୍କୁ ମାସିକ ୨,୭୫୦ ଟଙ୍କା ପେନସନ୍‌ ଦିଆଯିବ । ବାର୍ଷିକ ରୋଜଗାର୧.୮ ଲକ୍ଷ ଟଙ୍କାରୁ କମ୍‌ ଥିବା ସମସ୍ତ ଅବିବାହିତ ମହିଳା ଏବଂ ପୁରୁଷ ପେନସନ୍‌ ପାଇବା ପାଇଁ ଯୋଗ୍ୟ ।

ଯଦି କୌଣସି କାରଣରୁ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବ ତେବେ ଏମାନେ ପେନସନ୍‌ ପାଇବେ । ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍‌ ଆୟ ଏବଂ ୪୫-୬୦ ବର୍ଷ ମଧ୍ୟରେ ହୋଇଥିଲେ ମହିଳା ଏବଂ ପୁରୁଷମାନେ ପେନସନ୍‌ ପାଇ ପାରିବେ ।

- Advertisement -

ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର ମଙ୍ଗଳବାରରେ ଏହି ଘୋଷଣା କରିଛନ୍ତି । ଏଥିଯୋଗୁଁ ହରିୟାନାର ୧.୨୫ ଲକ୍ଷ ଅବିବାହିତ ବ୍ୟକ୍ତି ଲାଭବାନ୍‌ ହେବେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories